ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୩ ପଜିଟିଭ୍
  • ||
  • ଦେବଗଡ଼ : ଭୁଲିଗଲା ସଂପର୍କ, ମଦ୍ୟପ ବାପାର କଟୁରୀ ଚୋଟରେ ପୁଅ ମୃତ
  • ||
  • ଗଞ୍ଜାମ: ତାରାତାରିଣୀଙ୍କ ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ଚକ ନିର୍ମାଣରେ ବ୍ୟସ୍ତ ମୁଖ୍ୟ ବିଶ୍ୱକର୍ମା
  • ||
  • ଉଦଳା: ପ୍ରେମିକାକୁ ଦେଖାକରିବାକୁ ଯାଇଥିଲେ ପ୍ରେମିକ ଧରାପଡିଗଲେ, ଦେଖାଇଲେ ବନ୍ଧୁକ
  • ||

ଭୁବନେଶ୍ବରରୁ ବ୍ୟାଙ୍କକକୁ ଉଡିଲା ବିମାନ ; ସପ୍ତାହରେ ୩ଦିନ ଉଡାଣ କରିବ ଏୟାର ଏସିଆ ବୋଇଂ

7/12/2018 at 10:37 AM

ଭୁବନେଶ୍ବର ୦୭|୧୨: ଭୁବନେଶ୍ବର ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ପ୍ରଥମ ଥର ପାଇଁ ବ୍ୟାଙ୍କକ୍ ଅଭିମୁଖେ ଯାତ୍ରା କରିଛି ଏୟାର ଏସିଆ ବିମାନ । ତେବେ ଏହି ଉଡାଣରେ ୧୬୦ ଜଣ ଯାତ୍ରୀ ଏବଂ ୫ ଜଣ ବିମାନ କର୍ମଚାରୀ ସାମିଲ ଥିଲେ । ରାତି ୧୧ ଟା ୪୦ରେ ୨୫ ଜଣ ଯାତ୍ରୀ ଏବଂ ୫ ଜଣ କ୍ରୁ ମେମ୍ବରକୁ ନେଇ ଭୁବନେଶ୍ବର ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲା ଏୟାର ଏସିଆର ଏଫଡି-୧୧୨ ବିମାନ।  ବିମାନବନ୍ଦରରେ ଯାତ୍ରୀମାନଙ୍କୁ ଗୋଲାପ ଫୁଲ ଓ ଉତ୍ତରୀୟ ଦେଇ ସ୍ବାଗତ କରାଯାଇଥିଲା । ବିମାନରେ ୧୮୬ ସିଟ୍ ଥିବା ବେଳେ, ଟିକେଟ୍ ମୂଲ୍ୟ ୭ ହଜାର ୮ଶହ ଟଙ୍କା ରହିଛି ।

   Related Posts