ଭୁବନେଶ୍ବରରୁ ବ୍ୟାଙ୍କକକୁ ଉଡିଲା ବିମାନ ; ସପ୍ତାହରେ ୩ଦିନ ଉଡାଣ କରିବ ଏୟାର ଏସିଆ ବୋଇଂ
7/12/2018 at 10:37 AM

ଭୁବନେଶ୍ବର ୦୭|୧୨: ଭୁବନେଶ୍ବର ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ପ୍ରଥମ ଥର ପାଇଁ ବ୍ୟାଙ୍କକ୍ ଅଭିମୁଖେ ଯାତ୍ରା କରିଛି ଏୟାର ଏସିଆ ବିମାନ । ତେବେ ଏହି ଉଡାଣରେ ୧୬୦ ଜଣ ଯାତ୍ରୀ ଏବଂ ୫ ଜଣ ବିମାନ କର୍ମଚାରୀ ସାମିଲ ଥିଲେ । ରାତି ୧୧ ଟା ୪୦ରେ ୨୫ ଜଣ ଯାତ୍ରୀ ଏବଂ ୫ ଜଣ କ୍ରୁ ମେମ୍ବରକୁ ନେଇ ଭୁବନେଶ୍ବର ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲା ଏୟାର ଏସିଆର ଏଫଡି-୧୧୨ ବିମାନ। ବିମାନବନ୍ଦରରେ ଯାତ୍ରୀମାନଙ୍କୁ ଗୋଲାପ ଫୁଲ ଓ ଉତ୍ତରୀୟ ଦେଇ ସ୍ବାଗତ କରାଯାଇଥିଲା । ବିମାନରେ ୧୮୬ ସିଟ୍ ଥିବା ବେଳେ, ଟିକେଟ୍ ମୂଲ୍ୟ ୭ ହଜାର ୮ଶହ ଟଙ୍କା ରହିଛି ।
Related Posts
ବଜାରରୁ ଫେରିବା ବେଳେ ଚାଲିଗଲା ଜୀବନ
24 January 2021
ଲୁଟେରାଙ୍କୁ କାବୁ କରି ନିର୍ଧୁମ ଛେଚିଲେ ସ୍ଥାନୀୟ ଲୋକେ
24 January 2021
ଝାରସୁଗୁଡା: ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ
24 January 2021
ମନ୍ତ୍ରୀଙ୍କ ବଡ ଘୋଷଣା: ଅଙ୍ଗନୱାଡି କର୍ମୀଙ୍କୁ ମିଳିବ ମୋବାଇଲ୍ ଫୋନ୍
24 January 2021