Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ମାର୍ଚ୍ଚ ନହେଉଣୁ ଡରାଇଲାଣି ତାତି : ଭୁବନେଶ୍ବରର ତାପମାତ୍ରା ପହଞ୍ଚିଲା ୩୯.୨ଡିଗ୍ରୀ ସେଲସିୟସରେ

23/02/2019 at 9:03 AM

ଭୁବନେଶ୍ବର ୨୩/୨: ମାର୍ଚ୍ଚ ନହେଉଣୁ ଡରାଇଲାଣି ତାତି  । ସକାଳ ୧୦ଟାରୁ  ଏମିତି ତାତି ଯେ ଦେହ ଜଳିଗଲା ପରି ଲାଗୁଛି । ରାସ୍ତାଘାଟ ଶୂନଶାନ । ରାଜଧାନୀ ଭୁବନେଶ୍ବରେ ହଠାତ ମେ ମାସର ତାତି । ଶୁକ୍ରବାର ରାଜଧାନୀ  ଭୁବନେଶ୍ବରେ ତାପମାତ୍ରା ୩୯.୨ଡିଗ୍ରୀ ସେଲସିୟସ ରେ ପହଞ୍ଚିଥିଲା । ଯାହାକି ସାରା ଦେଶରେ  ସବୁଠାରୁ ଉତ୍ତପ୍ତ ସହର ଥିଲା ରାଜଧାନୀ ଭୁବନେଶ୍ବର ।

ସେହିପରି ମାଲକାନଗିରି ତାପମାତ୍ରା ମଧ୍ୟ ବୃଦ୍ଧି ପାଇଛି । ମାଲକାନଗିରେ ବି ତାପମାତ୍ରା ୩୯ ଡିଗ୍ରି ଟପିଛି  ।  ରାଜ୍ୟର ପ୍ରାୟ ୧୩ଟି ସହର ତାପମାତ୍ରା ୩୫ ଡିଗ୍ରୀ  ସେଲସିୟସ ଉପରକୁ ଚାଲିଯାଇଛି ।  ଫେବ୍ରୁଆରୀ ମାସରେ  ଭୁବନେଶ୍ବରରେ  ଏଭଳି ତାତି  ଗତ ୩ବର୍ଷ ମଧ୍ୟରେ ପ୍ରଥମ ବୋଲି  କୁହାଯାଉଛି ।

   Related Posts