ଭୁବନେଶ୍ୱର ସାଲିଆ ସାହିରେ ମହିଳାଙ୍କ ରାସ୍ତାରୋକ
20/06/2018 at 5:18 AM

ଭୁବନେଶ୍ୱର ସାଲିଆ ସାହିରେ ମହିଳାଙ୍କ ରାସ୍ତାରୋକ । ସାଲିଆ ସାହିରେ ଡ୍ରେନ୍ କାମ ଅଧପନ୍ତରିଆ ହୋଇ ପଡି ରହିଛି । ତେଣୁ ଠିକ୍ ରେ ପାଣି ନିଷ୍କାସନ ହୋଇପାରୁନି । ସାମାନ୍ୟ ବର୍ଷାରେ ଜମୁଛି ପାଣି । ତେଣୁ ଆଜି ସାହିର ମହିଲାମାନେ ରାସ୍ତାକୁ ଓହ୍ଲାଇଛନ୍ତି । ଆଉ ରାସ୍ତାରୋକ କରିଛନ୍ତି । ବିଏମ୍ ସି ଏହି ଡ୍ରେନ୍ ତିଆରି କରୁଛି ।