Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ମଇଁଷି ପଲ ଉପରେ ଚଢ଼ିଗଲା ଭୁବନେଶ୍ଵର-ରାଉରକେଲା ଇଣ୍ଟରସିଟି, ୩୧ ମଇଁଷି ମୃତ

27/11/2020 at 7:33 PM

ଢେଙ୍କାନାଳ ୨୭।୧୧:  ମଇଁଷି ପଲଙ୍କ ଉପରେ ଚଢ଼ିଗଲା ଇଣ୍ଟରସିଟି ଏକ୍ସପ୍ରେସ । ଫଳରେ ଘଟଣାସ୍ଥଳରେ ମା ଛୁଆ ମିଶି ୩୧ଟି ମାଇଁଷିଙ୍କର ମୃତ୍ୟୁ ଘଟିଛି । ପୂର୍ବ ତଟ ରେଳପଥର ଢେଙ୍କାନାଳ ସହର ଉପକଣ୍ଠ କାଠଗଡା ନିକଟରେ ଘଟିଛି ଏପରି ମର୍ମନ୍ତୁଦ ଦୁର୍ଘଟଣା ।

ମଇଁଷି ପଲ ଚରି ସାରିବା ପରେ ଗୋବିନ୍ଦପୁରକୁ ଫେରୁଥିବା ବେଳେ କାଠଗଡା ଠାରେ ରେଳ ଧାରଣା ଅତିକ୍ରମ କରୁଥିଲେ । ତେବେ ଆଜି ବିଳମ୍ବରେ ଆସୁଥିବା ରାଉରକେଲା ଭୁବନେଶ୍ୱର ଇଣ୍ଟରସିଟି ଏହି ମଇଁଷି ପଲଙ୍କ ଉପରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ୩୧ଟି ମାଇଁଷିଙ୍କର ମୃତ୍ୟୁ ଘଟିଛି । ମୃତ ମଇଁଷି ସବୁ ଗୋବିନ୍ଦପୁର ଗ୍ରାମର ସନ୍ତୋଷ ସ୍ୱାଇଁ ଓ ପ୍ରସନ୍ନ ସ୍ବାଇଁଙ୍କର ବୋଲି ଜଣାପଡିଛି ।

   Related Posts