ଭୁବନେଶ୍ୱରରେ ପ୍ରେସ ଗ୍ୟାଲେରୀ ଉଦ୍ଘାଟିତ
Published By : Prameya-News7 Bureau | April 16, 2018 IST
ଭୁବନେଶ୍ୱର ସହିଦ ସ୍ପୋର୍ଟିଂ କ୍ଲବର ନୂଆ ପ୍ରୟାସ
ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପାଇଁ ଆରମ୍ଭ ହେଲା ପ୍ରେସ ଗ୍ୟାଲେରୀ
ଯାହାର ନାରଖାଯାଇଛି ଦେବାଶିଷ ପ୍ରେସ ବକ୍ସ
କ୍ରିକେଟର ଦେବାଶିଷ ମହାନ୍ତିଙ୍କ ନାଁରେ ରଖାଯାଇଛି ପ୍ରେସ ବକ୍ସ