ଓକିଲ ଆନ୍ଦୋଳନ ପ୍ରତ୍ୟାହାର, ଶନିବାରଠାରୁ ଭୁବନେଶ୍ବର କୋର୍ଟ ହେବ ସ୍ବଭାବିକ
5/07/2019 at 5:30 PM

ଭୁବନେଶ୍ବର୫|୭: ଗଲା ଜୁନ୍ ୨୦ରୁ ଭୁବନେଶ୍ବର କୋର୍ଟରେ ଚାଲିଥିବା ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଆସନ୍ତା ଶନିବାର ଠାରୁ ଓକିଲମାନେ କୋର୍ଟ କାମରେ ଯୋଗଦେବେ ବୋଲି ନିଷ୍ପତି ନେଇଛି ଭୁବନେଶ୍ବର ବାର୍ ଆସୋସିଏସନ୍ ।

ଜୁନ୍ ୧୯ ରେ ଦୁଇ ଜଣ ଆଇନଜୀବୀଙ୍କୁ ଆକ୍ରମଣର ପ୍ରତିବାଦ କରି ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିଲେ । କମିଶନରେଟ୍ ପୋଲିସ ଆଇନଜୀବୀଙ୍କୁ ଆକ୍ରମଣ କରିଥିବା ୨ ଦୁର୍ବୃତ୍ତଙ୍କୁ ଗିରଫ କରିଛି ।
Related Posts
ସମ୍ବଲପୁର ହୁମା ମନ୍ଦିର ନିକଟରେ ଚାଲିଛି ବେଆଇନ ବ୍ଲାଷ୍ଟିଂ
15 April 2021