Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

ଟିମ ଇଣ୍ଡିଆକୁ ଆଉ ଏକ ଝଟକା : ଶିଖର ଧୱନଙ୍କ ପରେ ଆଉ ଜଣେ ଖେଳାଳି ବାହାରିଲେ ଟିମରୁ

17/06/2019 at 12:47 PM

ୱାର୍ଲଡକପରେ ପୁଣିଥରେ ଭାରତ ପାକିସ୍ତାନକୁ ପରାସ୍ତ କରିଛି । ରବିବାର ଦିନ ମଞ୍ଚେଷ୍ଟରରି ଟିମ୍ ଇଣ୍ଡିଆ ଜୋରଦାର ପ୍ରଦର୍ଶନ କରିଥିଲା । ତେବେ ଭାରତୀୟ ପ୍ରସଂଶକଙ୍କ ପାଇଁ ଆଉ ଏକ ଖରାପ ଖବର । ଭାରତୀୟ ବୋଲର ଭୁବନେଶ୍ୱର କୁମାରଙ୍କୁ ହେମଷ୍ଚିଙ୍ଗ ଯୋଗୁଁ ମ୍ୟାଚରୁ ବାହାରି ଯାଇଥିଲେ । କିନ୍ତୁ ତାଙ୍କୁ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ସେ ୩ଟି ମ୍ୟାଚ୍ ଖେଳିବେ ନାହିଁ ।

ମ୍ୟାଚ୍ ଶେଷ ହେବା ପରେ କ୍ୟାପଟେନ ବିରାଟ କୋହଲି କହିଥିଲେ ଯେ, ଭୁବନେଶ୍ୱର କୁମାର ଏବେ ମ୍ୟାଚ୍ ଖେଳିପାରିବେ ନାହିଁ । ଖସି ଯିବାରୁ ତାଙ୍କୁ ଆଘାତ ଲାଗିଛି । ଆଗାମୀ ୨/୩ଟି ମ୍ୟାଚ୍ ସେ ଖେଳିପାରିବେ ନାହିଁ ।

ଭାରତୀୟ ଟିମ ପାଇଁ ଏହା ଦ୍ୱିତୀୟ ଝଟକା । ଏହା ପୂର୍ବରୁ ଓପନ୍ର ଶିଖର ଧୱନଙ୍କ ହାତ ଫ୍ରାକ୍ଚର ହୋଇଥିବା ଯୋଗୁଁ ସେ ଟିମରେ ବାହାରି ଯାଇଛନ୍ତି । ସେ କେବେ ଠିକ୍ ହୋଇ ଫେରିବେ ସେନେଇ କିଛି ସ୍ପଷ୍ଟ ସୂଚନା ନାହିଁ । ଶିଖର ଧାୱନଙ୍କ ଜାଗାରେ ବିସିସିଆଇ ଋଷଭ ପନ୍ଥଙ୍କୁ ଟିମରେ ସାମିଲ କରିଛି ।

   Related Posts