Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଭୁବନେଶ୍ବର ଆଇଆରସି ଭିଲେଜ ମୋବାଇଲ ଦୋକାନରେ କଳାକନା ବୁଲାଇଲେ ଚୋର: ସିସିଟିଭିରେ ସବୁ ହୋଇଛି ରେକର୍ଡ, ଦେଖନ୍ତୁ ଭିଡିଓ

11/11/2018 at 7:17 PM

ଭୁବନେଶ୍ବର୧୧|୧୧: ଆଇଆରସି ଭିଲେଜ୍ ପ୍ଲଟ ନମ୍ବର ଏନ ସିକ୍ସ ୨୫୯ରେ ଥିବା ମେ।ବାଇଲ ଦେ।କାନରୁ ଲକ୍ଷାଧିକ ଟଙ୍କାର ମେ।ବାଇଲ ଚେ।ରି ହେ।ଇଯାଇଛି । ଚେ।ରିର ସବୁ ଘଟଣା ସିସିଟିଭିରେ ରେକର୍ଡ  ହେ।ଇଛି । ୯ ତାରିଖ ରାତି ସାଢେ ଗେ।ଟାଏ ବେଳେ ତିନି ଜଣ ଚେ।ର ଚେ।ରି କରିଥିବା ସିସିଟିଭିରୁ ସ୍ବଷ୍ଟ ଜଣାପଡ଼ୁଛି । ଏନେଇ ଦେ।କାନର ମାଲିକ ନୟାପଲୀ ଥାନାରେ ୧୦ ତାରିଖ ଦିନ ଏଫଆଇଆର ବି ଦେଇଛନ୍ତି  । ରାତି ଗେ।ଟାଏ ୫୧ମନିଟରେ ଦେ।କାନ ପାଖରେ ପହଞ୍ଚିଥିଲେ ତିନି ଚେ।ର । ଜଣେ ଗ୍ରୀଲ ତାଡ଼ୁଥିବା ବେଳେ ଅନ୍ୟ ଦୁଇ ଜଣ ରାସ୍ତା ଉପରେ ନଜର ରଖିଥିଲେ । ଗ୍ରୀଲ କାଟିବା ପରେ ଭିତରେ ଲାଗିଥିବା କାଚ ଗ୍ଲାସ ଡ଼େ।ରର ତାଲା ଭାଙ୍ଗିବା ପାଇଁ ଆଉ କିଛି ସମୟ ନେଇଥିଲେ । ତାପରେ ଭିତରେ ପଶି ବଛାବଛା  ସ୍ମାର୍ଟଫେ।ନ୍ , ପାୱ।ର ବ୍ୟାଙ୍କ ଓ ଅନ୍ୟ ମେ।ବାଇଲ ନେଇଥିଲେ । ଏମିତିକି ଡ଼ମି ଫେ।ନ୍ କୁ ବି ଛାଡ଼ିନଥିଲେ ଚେ।ର । ନଗଦ କ୍ୟାସ ତିନି ହଜାର ଟଙ୍କା ବି ନେଇଗଲେ । ଆଣିଥିବା ବ୍ୟାଗରେ ବଛାବଛା ମେ।ବାଇଲ ଭର୍ତି କରିବା ପରେ ନିଜ ମନ ପସନ୍ଦ ମେ।ବାଇଲ କୁ ପକେଟରେ ପୁରାଇଥିଲେ । ତେ​ବେ କମ୍ପ୍ୟୁଟରର ହାର୍ଡ଼ଡ଼ିକ୍ସ କିମ୍ବା ହେଡ଼ଫେ।ନ୍ ଓ ଇୟରଫେ।ନ ନେଇନଥିଲେ । ସିସିଟିଭି ଚାଲୁଥିବା ଜାଣିଥିଲେ ବି ଲାଇଟ୍ ଅନ୍ କରି ଚେ।ରି କରିଥିଲେ ।  ମାତ୍ର କେ।ଡ଼ିଏ ମିନିଟ୍ ଭିତରେ ଚେ।ରି କରିବା ପରେ ଚାଲିଯାଇଥିଲେ । ସେହି ସମୟରେ ରାସ୍ତାରେ କିଛି ଗାଡ଼ି ଯିବା ଆସିବା କରୁଥିଲେ ବି ଚେ।ରମାନେ ଅତି ହୁସିଆର ହେ।ଇ କଳାକନା ବୁଲାଇଦେଇଛନ୍ତି । ଦେ।କାନୀଙ୍କ କହିବା କଥା ପ୍ରାୟ ୪ ଲକ୍ଷ ଟଙ୍କାର ମେ।ବାଇଲ ଚେ।ରି ହେ।ଇଛି । ତେବେ ଭିଡ଼ିଓ ଫୁଟେଜ୍ ରୁ  ତିନି ଚେ।ରଙ୍କ ମୁହଁ ସ୍ପଷ୍ଟ ଦେଖାଯାଉଛି ଯାହାକି ପେ।ଲିସ୍ ଚେ।ର ଧରିବାରେ ସାହାର୍ଯ୍ୟ କରିବ । କିନ୍ତୁ ଏଯାଏ ପେ।ଲିସ୍ କାହାକୁ ବି ଧରିବାରେ ସଫଳ ହୋଇନି ।

   Related Posts