Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ରାଜଧାନୀ​‌ରେ ବେଆଇନ୍‌ ପାର୍କିଂ ଫି ଆଦାୟ ପ୍ରସଙ୍ଗରେ ରାଜଧାନୀର ୧୦ ସପିଂ ମଲ ଓ ୩ଟି ଘରୋଇ ହସ୍‌ପିଟାଲ୍‌କୁ ନୋଟିସ୍‌

21/10/2019 at 10:22 PM

ଭୁବନେଶ୍ୱର ୨୧। ୧୦ – ଆକସନ ମୁଡରେ  ବିଡିଏ ।ରାଜଧାନୀ​‌ରେ  ବେଆଇନ୍‌ ପାର୍କିଂ ଫି ଆଦାୟ   ପ୍ରସଙ୍ଗରେ ରାଜଧାନୀର  ୧୦ଟି ସପିଂ ମଲ ଓ ୩ଟି ଘରୋଇ ହସ୍‌ପିଟାଲ୍‌କୁ ନୋଟିସ୍‌ କରିଛି ବିଡିଏ ।ରାଜଧାନୀରେ ଥିବା ସପିଂ ମଲ ସହିତ କୌଣସି ବି ବ୍ୟାବସାୟିକ ପ୍ରତିଷ୍ଠାନ, ମଲ୍‌ଟିପ୍ଲେକ୍ସସ୍‌, ହସ୍ପିଟାଲ, ଆପାର୍ଟମେଣ୍ଟ ଓ ଆବାସିକ ବାସଗୃହ ପ୍ରକଳ୍ପଗୁଡ଼ିକ ସେମାନଙ୍କ ପରିସୀମା ମଧ୍ୟରେ ପାର୍କିଂ ଫି’ ନେଇପାରିବେ ନାହିଁ। କେହି ଯଦି ଏଭଳି କରନ୍ତି ତେବେ ତାହାକୁ ବେଆଇନ ବୋଲି ଧରାଯିବା ସହ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ବର  ଉନ୍ନୟନ କର୍ତ୍ତୃପକ୍ଷ ବା  ପକ୍ଷରୁ କଡ଼ା ନିର୍ଦେଶ ଜାରି କରାଯାଇଥିଲା।

ଏହି ବିଜ୍ଞପ୍ତି ପରେ ବି ବେଆଇନ୍‌ ପାର୍କିଂ ଫି ଆଦାୟ ପ୍ରସଙ୍ଗକୁ ନେଇ ରାଜଧାନୀରେ ଏସପ୍ଲାନେଡ୍‌ ସମେତ ୧୦ଟି ସପିଂ ମଲ ସହିତ ତିନିଟି ହସ୍‌ପିଟାଲକୁ ଅଫ୍‌-ଷ୍ଟ୍ରିଟ୍‌ ପାର୍କିଂ ଶୁଳ୍କ ଆଦାୟ ପାଇଁ ନୋଟିସ୍‌ ଜାରି  କରାଯାଇଛି। ପୁର୍ବରୁ   ଶହିସ ନଗର ଭବନିମଲରେ   ବେଆଇନ ଭାବେ  ପାର୍କିଙ୍ଗଫିସ ଆଦାୟ କରୁଥିବା କର୍ମଚାରି ମାନଙ୍କୁ ଠାରୁ ପିଓଏସ ମେସିନ ଜବତ  କରାଯାଇଥିଲା  । 

   Related Posts