Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ଭୁବନେଶ୍ବରରେ ଆନନ୍ଦ ଉଲ୍ଲାସ ସହ ପାଳିତ ହୋଇଛି ଇଦ୍ ପର୍ବ

22/08/2018 at 5:45 PM

ରାଜଧାନୀ ଭୁବନେଶ୍ବରରେ ମଧ୍ୟ ତ୍ୟାଗ ଓ ବଳିଦାନର ପର୍ବ ଇଦ୍ ଧୁମଧାମରେ ପାଳନ କରାଯାଇଛି । ବିଭିନ୍ନ୍ ମସଜିଦରେ ନମାଜ୍ ପାଠ କରାଯାଇଛି । ଏହାପରେ ପରସ୍ପରକୁ ଇଦ୍ ର ଶୁଭେଚ୍ଛା ଜଣାଇଛନ୍ତି । ଜକାତ ଓ ଫିତରା ନିୟମ ଅନୁଯାୟୀ କେରଳ ବନ୍ୟା ବିପନ୍ନଙ୍କ ଉଦେଶ୍ୟରେ ଦାନ କରିଥିଲେ ମୁସଲିମ ଭାଇମାନେ । ହିଂସା,ଘୃଣା,ଅହଂକାର ଭେଦଭାବ ଭୁଲି ସମସ୍ତେ ମିଳିମିଶି ରହିବାକୁ ବାର୍ତ୍ତା ଦିଆଯାଇଛି ।

   Related Posts