ଢେଙ୍କାନାଳ ଯିବେ ରାଜଧାନୀ ଷଣ୍ଡ

Published By : Prameya-News7 Bureau | January 31, 2020 IST

ଭୁବନେଶ୍ବର ୩୧।୦୧ - ଢେଙ୍କାନାଳ ଯିବେ ରାଜଧାନୀ ଷଣ୍ଡ । ରାଜଧାନୀରେ ଷଣ୍ଢ ଉପଦ୍ରବ ରୋକିବାକୁ ବିଏମ୍‌ସିର ଅଭିନବ ଯୋଜନା ।

ଭୁବନେଶ୍ବର ଷଣ୍ଡଙ୍କୁ ଢେଙ୍କାନାଳରେ ଥଇଥାନ କରିବା ଲାଗି ଯୋଜନା କରୁଛି ବିଏମସି  ।  ଏ ନେଇ ମତ୍ସ୍ୟ ଓ ପଶୁପାଳନ ବିଭାଗକୁ ଚିଠି ଲେଖିଲା ବିଏମସି ।

ଢେଙ୍କାନାଳରେ ବିଭାଗର ପଶୁ ମାନଙ୍କ ଥଇଥାନ ଲାଗି ୬୦ରୁ ୭୦  ଏକର ଜମି ରହିଛି ।   ଉକ୍ତ ଜମିକୁ ବିଏମସିକୁ ହସ୍ତାନ୍ତର କରିବା ପାଈଁ ଚିଠି ଲେଖାଯାଇଛି ବୋଲି ସୂଚନା ଦେଲେ ବିଏମସି କମିସନର |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.