Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ହାଇଓ୍ୱାକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
  • ||
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||
  • ଜାମିନ ସତ୍ତ୍ଵେ ଜେଲ୍‌ରେ ରହିବେ ପାଠକ ବାପ-ପୁଅ
  • ||
  • ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ‌
  • ||
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||

ବିଜେବି ଛାତ୍ର ଛାତ୍ରୀଙ୍କ ନିଆରା ରାକ୍ଷୀ ପାଳନ

16/08/2019 at 4:30 PM

ଚଳିତ ବର୍ଷ ରକ୍ଷାବନ୍ଧନ ଓ ସ୍ବାଧୀନତା ଦିବସ ଗୋଟେ ଦିନରେ ପାଳନ ହୋଇଛି। ସାଧାରଣତଃ ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ।ଭାଇ ଭଉଣୀଙ୍କ ପ୍ରେମର ପ୍ରତୀକ ବା ସାକ୍ଷୀ ହେଉଛି ରାକ୍ଷୀ ପୂର୍ଣ୍ଣିମା।

ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧିବା ସମୟରେ ଭାଇର ଅଧିକ ଆୟୁ ପାଇଁ ପୂଜା କରିଥାଏ। ଏହା ସହ ଭଉଣୀ ଭାଇର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ମଧ୍ୟ ପ୍ରାର୍ଥନା କରିଥାଏ। ଭାଇ ନିଜ ଭଉଣୀକୁ ସବୁବେଳେ ରକ୍ଷା କରିବା ପାଇଁ ସଂକଳ୍ପ ନେଇଥାଏ ।

ଠିକ୍‌ ସେହିଭଳି ଭୁବନେଶ୍ବର ବିଜେବି ସ୍ଵଂୟଶାସିତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ବେଶ ନିଆରା ଢଙ୍ଗରେ ଏଥର ରକ୍ଷା ବନ୍ଧନ ପାଳନ କରିଛନ୍ତି। ବିଜେବି ଛାତ୍ରୀ ମାନେ ସାଇ ରଞ୍ଜନ ବେହେରାଙ୍କ ନେତୃତ୍ଵରେ ଆଇନଜୀବୀ, କମିଶନରେଟ ପୋଲିସ, ଟ୍ରାଫିକ ପୋଲିସ ଷ୍ଟେସନ ଓ ଅଗ୍ନିଶ୍ରମ କେନ୍ଦ୍ରକୁ ଯାଇ ସମାଜର ସୁରକ୍ଷା ନିମନ୍ତେ ତାଙ୍କ ହାତରେ ରାଖୀ ବାନ୍ଧିଛନ୍ତି।


   Related Posts