Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ଟେଲିଫେ।ନରେ ଧମକ ଦେଇଥିବା ବ୍ୟକ୍ତି ଗିରଫ

25/05/2018 at 6:43 AM

ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ଟେଲିଫେ।ନରେ ଧମକ ଦେଇଥିବା ବ୍ୟକ୍ତି ଗିରଫ । ଅଭିଯୁକ୍ତକୁ ନୟାଗଡରୁ ଗିରଫ କରିଛି ଏୟାରଫିଲ୍ଡ ଥାନା ପୋଲିସ । ଗିରଫ ବ୍ୟକ୍ତି ଜଣକ ହେଲେ ବସନ୍ତ ପୃଷ୍ଟି । ତାଙ୍କ ଘର ନୟାଗଡରେ । ତେବେ ବସନ୍ତଙ୍କ ମାନସିକ ସ୍ଥିତି ଠିକ୍ ନଥିବା ଜଣାଯାଇଛି । ଗତ କିଛି ଦିନ ତଳେ ବସନ୍ତଙ୍କ ପତ୍ନୀ ଘର ଛାଡି ଚାଲିଯାଇଛନ୍ତି । ଏହାପରେ ମାନସିକ ଚାପରେ ଥିବା ବସନ୍ତ ସ୍ୱାଭାବିକ ଆଚରଣ କରୁଥିବାବେଳେ ଗତକାଲି ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ଟେଲିଫେ।ନ ଯେ।ଗେ ଧମକ ଦେଇଥିଲା ।
ଏନେଇ ଡିସିପି ଅନୁପ ସାହୁ ସୁଚନା ଦେଇଛନ୍ତି ।

Leave a Reply

   Related Posts