ରବିବାର ବନ୍ଦ ରହିବ ୧ ନମ୍ବର ହାଟ

Published By : Prameya-News7 Bureau | September 11, 2020 IST

ଭୁବନେଶ୍ୱର ୧୧/୦୯ : ରବିବାର ଦିନ ରାଜଧାନୀର ଏ ନମ୍ବର ହାଟ ବନ୍ଦ ରହିବ | NEET ପରୀକ୍ଷା ପାଇଁ ମଦର ପ୍ଲବିକ୍ ସ୍କୁଲ ସେଣ୍ଟର ପଡିଛି | ମଦର ପ୍ଲବିକ୍ ସ୍କୁଲ ୧ ନମ୍ବର ହାଟକୁ ଲାଗି ଥିବାରୁ ହାଟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି | କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହିଭଳି ନିଷ୍ପତ୍ତି ନିଆଯାଇଛି | ଗହଳି କମାଇବାକୁ ହାଟ ବନ୍ଦ ରଖିବାକୁ ବିଏମସି ନିଷ୍ପତ୍ତି ନେଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.