Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଦିଗବିଜୟ ସିଂହଙ୍କୁ ଝଟକା : ୧ ଲକ୍ଷ ୪୧ ହଜାର ଭୋଟରେ ପଛୁଆ

23/05/2019 at 2:58 PM

ଭୋପାଲ ୨୩/୫ : ମଧ୍ୟ ପ୍ରଦେଶ ଭୋପାଲର ୨୯ ଲୋକସଭା ଆସନ ପାଇଁ ଭୋଟ ଗଣତି ଆରମ୍ଭ ହୋଇସାରିଛି । ଭୋପାଲ ସଂସଦୀୟ ଆସନ ରୋଚକ ସ୍ଥିତି ସୃଷ୍ଟି କରିଛି । ଏଠାରେ ବିଜେପି ପ୍ରାର୍ଥୀ ପ୍ରଜ୍ଞା ଠାକୁରଙ୍କୁ କଡା ଟକ୍କର ଦେଉଛନ୍ତି କଂଗ୍ରେସ ପ୍ରାର୍ଥୀ ଦିଗବିଜୟ ସିଂହ । ଭୋପାଲ ସଂସଦୀୟ ଆସନ ଫଳାଫଳ ରାତି ପର୍ଯ୍ୟନ୍ତ ଆସିବ ବୋଲି ଆଶା କରୀଯାଉଛି । ନିର୍ବାଚନ ଇତିହାସରେ ପ୍ରଥମଥର ପାଇଁ ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା । ୪ଟି ପର୍ଯ୍ୟାୟରେ ମୋଟ୍ ୭୧.୨ ପ୍ରତିଶତ ମତଦାନ ହୋଇଥିଲା ।

ଭୋପାଲ ସଂସଦୀୟ ଆସନରୁ ଦିଗବିଜୟ ସିଂହ ପଛୁଆ ଅଛନ୍ତି । ଦିଗବିଜୟ ସିଂହ ୧ ଲକ୍ଷ ୪୧ ହଜାର ଭୋଟରେ ପଛୁଆ ଅଛନ୍ତି ।

   Related Posts