Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଲକଡାଉନରେ ବୋଲ୍ଡ ଅନ୍ଦାଜରେ ନଜର ଆସିଲେ ଭୋଜପୁରୀ ଅଭିନେତ୍ରୀ ରାନୀ ଚାଟାର୍ଜୀ : ଆଗାମୀ ଫିଲ୍ମରେ ଶକ୍ତି କପୁରଙ୍କ ସହ କରିବେ ରୋମାନ୍ସ

31/05/2020 at 12:10 PM

 ମୁମ୍ବାଇ ୩୧/୫: ଭୋଜପୁରୀ ଅଭିନେତ୍ରୀ ରାନୀ ଚାଟାର୍ଜୀ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି। ଏବେ ସେ ପରିବାର ସହ ସମୟ ବିତାଉଛନ୍ତି। କିନ୍ତୁ ସେ ଏହି ସମୟରେ ନିଜ ପୁରୁଣା ଦିନକୁ ମନେ ପକାଉଛନ୍ତି ଯେତେବେଳେ ସେ ସୁଟିଂକୁ ଯାଉଥିଲେ। ଏବେ ନିକଟରେ ସେ ନିଜର ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଖୁବ୍ ହଟ୍ ଲାଗୁଛନ୍ତି। ଫଟୋରେ ଆପଣ ଦେଖି ପାରୁଥିବେ ଯେ ରାନୀ ପିଙ୍କ କଲରର ଆଉଟଫିଟ୍ ପିନ୍ଧିଛନ୍ତି।

ଦ୍ ଅବସରରେ ରାନୀ ଟ୍ରାଡିସନାଲ୍ ଲୁକରେ ନିଜ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ବହୁତ ସୁନ୍ଦର ଲାଗୁଥିଲେ। ହାତରେ ମେହେନ୍ଦୀ ଲଗାଇଥିବାବେଳେ ନୀଳ ରଙ୍ଗର ସୁଟରେ ରାନୀ ବହୁତ ସୁନ୍ଦର ଦେଖାଯାଉଥିଲେ।

ରାନୀ ଲକଡାଉନ୍ ପୂର୍ବରୁ ଜିମ୍ ଯାଉଥିଲେ,କିନ୍ତୁ ଏବେ ଜିମ୍ ବନ୍ଦ ରହିଛି। ରାନୀ ଲକଡାଉନରେ ଘରେ ରହି ଏକ୍ସରସାଇଜ କରୁଛନ୍ତି। ସେ ଘରେ ରହି ନିଜକୁ ଫିଟ୍ ରଖିବା ପାଇଁ ବହୁତ ପରିଶ୍ରମ କରୁଛନ୍ତି।

ରାନୀଙ୍କ ପ୍ରଫେସନାଲ୍ ଲାଇଫ କଥା କହିବା ଯଦି ସେ ଖୁବ୍ ଶୀଘ୍ର ଫିଲ୍ମ ଲେଡି ସିଙ୍ଘମରେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କ ସହ ଶକ୍ତି କପୁର ମଧ୍ୟ ନଜର ଆସିବେ। ରାନୀଙ୍କ ଏହି ଫିଲ୍ମ ଆକ୍ସନ୍ ଏବଂ ଡ୍ରାମାରେ ଭରପୂର ରହିବ। ଲକଡାଉନ୍ କାରଣରୁ ଏହି ଫିଲ୍ମର ରିଲିଜ ଏବେ ଅଟକି ଯାଇଛି। ଏବେ ଏହି ଫିଲ୍ମ କେବେ ରିଲିଜ ହେବ ତାହାକୁ ନେଇ ଫିଲ୍ମ ନିର୍ମାତା କିଛି ଖୁଲାସା କରି ନାହାନ୍ତି।

   Related Posts