Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

‘ଭାଥି କମିଙ୍ଗ୍’ ଏବଂ ‘ଠଗ୍ ଲେ’ ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସିଲେ ମୋନାଲିସା, ଭାଇରାଲ ହେଲା ଭିଡିଓ

30/04/2021 at 11:45 AM

ନୂଆଦିଲ୍ଲୀ ୩୦/୦୪: ଭୋଜପୁରୀ ଅଭିନେତ୍ରୀ ମୋନାଲିସା ଆଜିକାଲି ସୋସିଆଲ ମିଡିଆରେ ଖୁବ ସକ୍ରିୟ । ଏହି ସମୟରେ ମୋନାଲିସା ତାଙ୍କର ଦୁଇଟି ଭିଡିଓ ତାଙ୍କ ଫ୍ୟାନ୍ସମାନଙ୍କ ସହ ସେୟାର କରିଛନ୍ତି । ପ୍ରଥମ ଭିଡିଓରେ ମୋନାଲିସା ଏକ ମିନି ସ୍କର୍ଟ ପିନ୍ଧି ବଗିଚାରେ ନାଚୁଥିବାର ନଜର ଆସିଛନ୍ତି । ଭିଡିଓରେ ସେ ଖୋଲା କେଶରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ଦ୍ୱିତୀୟ ଭିଡିଓରେ ମୋନାଲିସା ଡ୍ୟାନ୍ସ ପ୍ରାକ୍ଟିସ୍ କରୁଥିବା ଦେଖିବାକୁ ମିଳିଛି ।

ମୋନାଲିସାଙ୍କର ଉଭୟ ଭିଡିଓକୁ ଫ୍ୟାନ୍ସମାନେ ଖୁବ୍ ପସନ୍ଦ କରୁଛନ୍ତି । ଏହି ଭିଡିଓଗୁଡିକ ପରେ ସୋସିଆଲ ମିଡିଆରେ ମୋନାଙ୍କର ଆହୁରି ଅନେକ ଭିଡିଓ ଭାଇରାଲ ହେଉଛି, ଯାହା ସେ ନିକଟରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

ମୋନାଲିସା ଏହି ଭିଡିଓରେ, ‘ଭାଥି କମିଙ୍ଗ’ ଗୀତରେ ନାଚୁଥିବାର ନଜର ଆସିଛନ୍ତି । ଭାଇରାଲ ଭିଡିଓରେ ମୋନାଲିସା ଏକ ନାଲି ଟି-ସାର୍ଟ ସହିତ ଜିନ୍ସ ପିନ୍ଧିଛନ୍ତି ।

ଏହି ସମାନ ପୋଷାକରେ ମୋନାଲିସା ତାଙ୍କର ଆଉ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ‘ଠଗ୍ ଲେ’ ଗୀତରେ ଡ୍ୟାନ୍ସ ଦେଖାଯାଇଛି ।  ସୋସିଆଲ ମିଡିଆରେ ମୋନାଲିସାଙ୍କର ଅନେକ ଫ୍ୟାନ୍ ଫଲୋୟର୍ସ ଅଛନ୍ତି । ଇନଷ୍ଟାଗ୍ରାମରେ ମୋନାଲିସାଙ୍କୁ ୪.୩ ନିୟୁତ ଲୋକ ଫଲୋ କରୁଛନ୍ତି ।

   Related Posts