ଆଜିଠୁ ଖୋଲିବ ଜାତୀୟ ଉଦ୍ୟାନ ଭିତରକନିକା

Published By : Prameya-News7 Bureau | August 01, 2019 IST

ପଟ୍ଟାମୁଣ୍ଡାଇ ୧|୮: ଆଜିଠୁ ଖୋଲିବ ଜାତୀୟ ଉଦ୍ୟାନ ଭିତରକନିକା । କୁମ୍ଭୀର ପ୍ରଜନନ ପାଇଁ ମେ’ ୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିଥିଲା ଭିତରକନିକା । ତେବେ ଚଳିତବର୍ଷ ଭିତରକନିକା ପ୍ରବେଶ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇଥିବାବେଳେ ପର୍ଯ୍ୟଟକଙ୍କ ପାଇଁ ଲାଇଭ୍ ଜ୍ୟାକେଟର ବ୍ୟବସ୍ଥା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜନଗର ବିନବିଭାଗ । ଭିତରକନିକା ନଦୀ ନାଳରେ ବନ ବିଭାଗ ୧୦୩ଟି ବଷା ଠାବ କରିଥିବା ବେଳେ ୧୭ଶହରୁ ଅଧିକ କୁମ୍ଭୀର ବାସ କରୁଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.