Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ

24/01/2021 at 7:22 AM

କେନ୍ଦ୍ରାପଡ଼ା ୨୪।୦୧: ଆଜିଠୁ ଖୋଲିଲା ଭିତର କନିକା । କମ୍ଭାର ଗଣନା ପାଇଁ ଗତ ୧୫ତାରିଖରୁ ବନ୍ଦ ରହିଥିଲା ଜାତୀୟ ଉଦ୍ୟାନ । ତେବେ ଉଦ୍ୟାନରେ ପ୍ରବେଶ ସମୟରେ କୋଭିଡ଼ କଟକଣା ମାନିବାକୁ ନିର୍ଦ୍ଦେଶ ।

ବଉଳା କୁମ୍ଭୀର ଗଣନା ପାଇଁ ଚଳିତ ମାସ ୧୫ ତାରିଖଠାରୁ ବନ୍ଦ ରହିଥଲା ଭିତରକନିକା। କୁମ୍ଭୀର ଗଣନା ପାଇଁ ରାଜନଗର , ମହାକାଳପଡା , କନିକା , ଗହିରମଥା ରେଞ୍ଜଜରେ ୨୨ଟି ଟିମ କରାଯାଇଥିଲା । ଯନ୍ତ୍ର ଚାଳିତ ବୋଟ ଯୋଗୁଁ ଗଣନା କାର୍ଯ୍ଯରେ ବାଧା ଉପୁଜୁଥିବାରୁ ବନ ବିଭାଗ ଏହି ସମୟ ପର୍ଯ୍ୟଟକଙ୍କ ପାଇଁ ନିଷେଧ ଜାରି ରଖିଥାଏ । କରୋନା କଟକଣାରେ ଭିତରକନିକା ଖୋଲିବା ସହିତ ୫୦୦ ଭିତରେ ପର୍ଯ୍ୟଟକଙ୍କୁ ଭିତରକନିକାକୁ ପ୍ରବେଶ କରିବା ନିୟମକୁ କୋହଳ କରିବା ଲାଗି ବିଭାଗକୁ ଅନୁରୋଧ କରିଛନ୍ତି ବନଖଣ୍ଡ ଅଧତ୍କାରୀ ।

   Related Posts