କାମୁକ ଦିଅର ଭାଉଜକୁ କଲା ଦୁଷ୍କର୍ମ, ସହଯୋଗୀ ସହ ମିଶି ରଖିଲା ପାପ ସମ୍ପର୍କ

Published By : Prameya-News7 Bureau | July 08, 2021 IST

ଭୁବନେଶ୍ୱର, ୦୮/୦୭:   ନିଜ ଭାଉଜକୁ ଦୁଷ୍କର୍ମ କରିବାକୁ ଦିଅର ରଚିଲା ଷଡଯନ୍ତ୍ର । ଆଉ ସହଯୋଗୀ ସହ ମିଶି ଏକ ଭଡାଘରେ ରଖି ଏପରି କାଣ୍ଡ ଭିଆଇ  ଫେରାର ହୋଇଗଲା । ଏହି ଘଟଣାରେ ଚନ୍ଦ୍ରଶେଖେର ଥାନା ପୋଲିସ ଦିଅରର ସହଯୋଗୀକୁ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲେ ନୀଳା ପଟ୍ଟନାୟକ ଷ ସେ ନୀଳାଦ୍ରି ବିହାରର ଏକ ବସ୍ତିରେ ରୁହନ୍ତି ।

ତେବେ ମୁଖ୍ୟ ଅଭିଯୁକ୍ତ ଦିଅର ଫେରାର ହୋଇଯାଇଛି । ସୂଚନାନୁସାରେ, ସେ ୬ ଦିନ ପୂର୍ବେ ଭାଉଜକୁ  ନେଇ ସାଲିଆ ସାହିରେ ରଖିଥିଲା ଦିଅର । ସେଠାରେ ତାକୁ ନୀଳା ସହଯୋଗ କରିଥିଲା । ନୀଳା ଓ ଦିଅର ଉଭୟ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ଏନେଇ ମହିଳାଜଣଙ୍କ ଦୁଇଜଣଙ୍କ ନାଁରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.