Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ଆସନ୍ତାକାଲି ଭଷାଣୀ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା, ପ୍ରସ୍ତୁତ ହୋଇଛି କୃର୍ତ୍ତିମ ଜଳାଶୟ

26/10/2020 at 1:41 PM

କଟକ ୨୬।୧୦:  ଆସନ୍ତାକାଲି ସମ୍ପୂର୍ଣ୍ଣ ହେବ ଭଷାଣ ପର୍ବ। ସେଥିନିମନ୍ତେ କଟକର ବିଭିନ୍ନ ସ୍ଥାନରେ କୃର୍ତ୍ତିମ ଜଳାଶୟର ବ୍ୟବସ୍ଥା କରାଯାଇଛି। ପୁରୀଘାଟ ସ୍ଥିତ ଦେବୀ ଗଡାରେ ସିଏମ୍‌ସି ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଉଜ୍ଜଳ ଆଲୋକ ଲଗାଯିବା ସହ କୃତ୍ରିମ ଜଳାଶୟ ଆଦିର ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି । ଚଳିତ ବର୍ଷ ଭଷାଣ ବେଳେ କୌଣସି ପ୍ରକାରର ରୋଷଣୀ ଆଦି କରାଯାଇପାରିବ ନାହିଁ ବୋଲି ପୂର୍ବରୁ ନିର୍ଦ୍ଦେଶ ରହିଛି। ତେଣୁ ପ୍ରତ୍ୟେକ ପୁଜା ମଣ୍ତପ କର୍ମକର୍ତ୍ତା ନିଜସ୍ୱ ବ୍ୟବସ୍ଥାରେ ଏବଂ ନିରାଡମ୍ବର ଭାବେ ବିସର୍ଜନ କାର୍ଯ୍ୟ ଶେଷ କରିବେ। ତେବେ ଯେଉଁ ମଣ୍ତପ ଗୁଡିକରେ ପ୍ରତିମା ମାନଙ୍କର ଆକାର ବଡ ଅଛି, ସେଥିଲାଗି ସିଏମ୍‌ସି ପ୍ରଶାସନ ପକ୍ଷରୁ ସହଯୋଗ କରାଯିବ ।

   Related Posts