Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଭର୍ତ୍ତୃହରି ମହତାବ ହେବେ ଲୋକସଭା ଉପ-ବାଚସ୍ପତି !

18/06/2019 at 11:44 AM

ନୂଆଦିଲ୍ଲୀ ୧୮|୬: ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭାର ଉପବାଚସ୍ପତି । ଲୋକସଭା ଉପବାଚସ୍ପତି ପଦ ପାଇଁ ୱାଇଏସଆରସିପି କିମ୍ବା ବିଜେଡି ନେତାଙ୍କୁ ସୁଯୋଗ ଦେବା ନେଇ ଚିନ୍ତା କରୁଛି ବିଜେପି । କାରଣ ଅଣବିଜେପି ମେଣ୍ଟରେ ସାମିଲ ହୋଇନଥିବାରୁ ଏବଂ କଂଗ୍ରେସଠାରୁ ଦୂରତା ରଖୁଥିବାରୁ ଏହି ଦୁଇ ଦଳ ବିଜେପିର ପ୍ରଥମ ପସନ୍ଦ ।

ଗତକାଲି ସଂସଦରେ ଭର୍ତ୍ତୃହରି ମହତାବ ଶପଥ ପାଠ କରିବା ପରେ ପ୍ରଧାନମନ୍ତ୍ରୀ ଛିଡା ହୋଇ ତାଙ୍କ ସହ ହାତ ମିଳାଇଥିଲେ । ତେଣୁ ଏହା ଭର୍ତ୍ତୃହରିଙ୍କ ପାଇଁ ସବୁଜ ସଙ୍କେତ ବୋଲି କୁହାଯାଇପାରେ ।

   Related Posts