Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ବଢୁଛି ଭାର୍ଗବୀ ନଦୀର ଜଳସ୍ତର, ଘାଇ ଆଶଙ୍କା ଲୋକେ ଆତଙ୍କିତ

16/08/2019 at 9:47 AM

ବ୍ରହ୍ମଗିରି ୧୬|୮: ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଭାର୍ଗବୀ ନଦୀରେ ଘାଇ ଆଶଙ୍କା ଦେଖାଦେଇଛି । ଫଳରେ ସ୍ଥାନୀୟ ତିନିକୁଦି ଗାଁ ଲୋକେ ଆତଙ୍କିତ ହୋଇପଡିଛନ୍ତି । ବ୍ରହ୍ମଗିରି ବ୍ଲକ୍ କପିଳେଶ୍ବର ଗ୍ରାମ ପଞ୍ଚାୟତର ତିନିକୁଦିଠାରେ ଭାର୍ଗବୀ ନଦୀରେ ଜଳସ୍ତର ବଢୁଛି । ଫଳରେ ଘାଇ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ନଦୀ ବନ୍ଧରୁ ପାଣି ଝରୁଛି। ଘାଇ ଭାଙ୍ଗିଲେ ୫ ପଞ୍ଚାୟତର ୨୦ରୁ ଉର୍ଦ୍ଧ୍ଵ ଗାଁ ଜଳମଗ୍ନ ହୋଇଯିବ । ତେଣୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଲୋକେ ବାଲି ବସ୍ତା ପକାଇ ବନ୍ଧକୁ ଜଗି ବସିଛନ୍ତି। କିନ୍ତୁ ପ୍ରଶାସନ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନି।

   Related Posts