ଭିଜିଲାନ୍ସ ଜାଲରେ ବନ ବିଭାଗ ଅଫିସର

Published By : Prameya-News7 Bureau | June 23, 2018 IST

ଭଞ୍ଜନଗର ଘୁମୁସର ଦକ୍ଷିଣ ଡିଭିଜନର ଡ଼ିଏଫଓ ବିଜୟ କେତନ ଆଚାର୍ଯ୍ୟ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି | ଭଞ୍ଜନଗର କାର୍ଯ୍ୟାଳୟ ସମେତ କଟକ,ପୁରୀ ଓ ଭୁବନେଶ୍ୱରର ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ | ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଇଥିବା କହିଛନ୍ତି ବ୍ରହ୍ମପୁର ଭିଜିଲାନ୍ସ ଏସପି ମାୟାଧର ସ୍ୱାଇଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.