Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଓଡିଶାରେ କର୍ଣ୍ଣାଟକ ପଦଧ୍ୱନି : ଭକ୍ତ ଦାସଙ୍କ ମନ୍ତବ୍ୟ ଉପରେ ବିଜେପିର ପ୍ରତିକ୍ରିୟା

18/05/2018 at 10:27 AM

ଭକ୍ତ ଦାସଙ୍କ ମନ୍ତବ୍ୟ ଉପରେ ବିଜେପିର ପ୍ରତିକ୍ରିୟା :
ବିଜେଡି-କଂଗ୍ରେସ ଉଭୟ ଉଭୟଙ୍କର ଆଶାବାଡି ବୋଲି ଆମେ ଅଭିଯୋଗ କରି ଆସୁଥିଲୁ…
ଏବେ ଭକ୍ତ ଦାସ ତାର ଖୁଲାସା କରି ପ୍ରମଣା ଦେଲେ…
ଭକ୍ତ ଦାସ ଏକଥା ବି ସୂଚାଇ ଦେଇଛନ୍ତି ଯେ, ୨୦୧୯ରେ ବିଜେପି ସବୁଠୁ ବଡ ଦଳ ଭାବେ ଉଭା ହେବ…
ଆଗରୁ ବିଭିନ୍ନ ନିର୍ବାଚନରେ କଂଗ୍ରେସ ଓ ବିଜେଡି ବୁଝାମଣା କରୁଥିଲେ…
ଏବେ ଏସବୁ କଥା ସାମ୍ନାକୁ ଆସିଲା…
ସାଧାରଣ ସମ୍ପାଦକ ଭୃଗ୍ୟୁ ବକ୍ସିପାତ୍ରଙ୍କ ପ୍ରତିକ୍ରିୟା…

Leave a Reply

   Related Posts