Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ସରିଲା ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ, କୋଭିଡ଼ କଟକଣା ଲାଗି ପ୍ରସାଦ ସେବନ ବନ୍ଦ

10/11/2021 at 2:09 PM

ଭଦ୍ରକ ୧୦।୧୧: ସରିଲା ମା ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ । ଶେଷ ଦିନରେ ମା ଭଦ୍ରକାଳୀ  ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଇଛନ୍ତି । ଏହି ବେଶରେ ମା ପଦ୍ମ ଉପରେ ଉପବେଶନ କରିଥିବା ବେଳେ ଧବଳ ହସ୍ତୀ ବାହାନ ରୂପରେ ରହିଛନ୍ତି । ଏହି ବେଶ ଧାରଣ କଲେ ଧନ-ଧାନ୍ୟରେ ପୂର୍ଣ୍ଣ ହେବାର ବିଶ୍ୱାସ ରହିଛି । ଏହି ଅବସରରେ ଆୟୋଜିତ ବିଶ୍ୱ ଶାନ୍ତି ଯଜ୍ଞର ପୂର୍ଣ୍ଣାହୂତି ମଧ୍ୟ ହୋଇଛି । କୋଭିଡ଼ କଟକଣା ପାଇଁ ଏଥର ମଧ୍ୟ ପ୍ରସାଦ ସେବନକୁ ବନ୍ଦ ରଖାଯାଇଛି ।

   Related Posts