Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ସଟ୍‌ଡାଉନ୍‌ରେ ଘେରାମାରିବାକୁ ମେଡିସିନ୍‌ ଆଳ, ଅମାନିଆଙ୍କୁ ଅଟକାଇଲା ପୋଲିସ

27/06/2020 at 3:26 PM


ଭଦ୍ରକ ୨୭।୦୬: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୧ଜିଲ୍ଲାକୁ ୨ଦିନିଆ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ଯାହାଦ୍ୱାରା କରୋନା ସଂକ୍ରମଣ ସଂଖ୍ୟା ରୋକିବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି । କିନ୍ତୁ ଏହା ସଫଳ ହେଲା ଭଳି ଲାଗୁନି ସର୍ଟଡାଉନ । ମେଡ଼ିସିନ ବାହାନାରେ କଟକଣାକୁ ବେଖାତିର କରୁଛନ୍ତି ଅମାନିଆ । ମେଡ଼ିସିନ ଆଳ ଦେଖାଇ ସର୍ଟଡାଉନରେ ବୁଲୁଥିବାର ଦେଖିବାକୁ ମିଳିଛି ।

ସଟ୍‌ଡାଉନରେ ବୁଲିବା ପାଇଁ ମେଡ଼ିସିନ କିଣିବା ନେଇ ବାହାନାର ଦୁରୂପଯୋଗ କରୁଛନ୍ତି କିଛି ଲୋକ। ଭଦ୍ରକ ସହରରେ ସପ୍ତାହ ର ଦୁଇ ଦିନିଆ ସଟ୍‌ଡାଉନ କଟକଣା ବଳବତ୍ତର ରହିଛି । ବିଭିନ୍ନ ସ୍ଥାନରେ ପୋଲିସ ପୋଷ୍ଟ କରି ଚେକିଂ କରୁଛି । ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ସହର ସାରା ପାଇଁତରା ମାରୁଛି । କିନ୍ତ କିଛି ଲୋକ ମେଡ଼ିସିନ ଆଉ ଡାକ୍ତରଖାନା ବାହାନାରେ ସହର ଭିତରକୁ ଆସୁଛନ୍ତି । ସଟ୍‌ଡାଉନ ରେ ମେଡ଼ିସିନ ବାହାନାରେ ବୁଲୁଛନ୍ତି ଅମାନିଆ ।

   Related Posts