Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭଦ୍ରକ ବିଧାୟକ ସଞ୍ଜିବ ମଲିକ କରୋନା ପଜିଟିଭ୍ ଚିହ୍ନଟ

21/08/2020 at 6:17 PM

ଭଦ୍ରକ,୨୧।୦୮: ରାଜ୍ୟରେ ଆଉ ଜଣେ ବିଧାୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭଦ୍ରକ ବିଧାୟକ ସଞ୍ଜିବ ମଲିକ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।

ପଜିଟିଭ୍ ଚିହ୍ନଟ ହେବା ପରେ ବିଧାୟକ ନିଜେ ଅୱିଟ୍ କରି ସୂଚନା ଦେଇଛନ୍ତି । ସେ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ, କରୋନା ଟେଷ୍ଟ କରିବା ପରେ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହାସହ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ କୋଭିଡ୍ ଟେଷ୍ଟ କରନ୍ତୁ । ଏହାସହ ଗାଇଡଲାଇନ୍ ମଧ୍ୟ ପାଲନ କରିବାକୁ ବିଧାୟକ ଅନୁରୋଧ କରିଛନ୍ତି ।

   Related Posts