ରଙ୍ଗିଲା ଜେଲର ଚିନ୍ମୟ ପାତ୍ରଙ୍କୁ ବଦଳି
5/09/2018 at 11:50 PM

ଭଦ୍ରକ ୦୫/୦୯ : ବଦଳିଲେ ରଙ୍ଗିଲା ଜେଲର । ପ୍ରେମ ଆଉ ପ୍ରତାରଣା ମାମଲାରେ ଫଶିଥିବା ଭଦ୍ରକ ଜେଲର୍ ଚିନ୍ମୟ ପାତ୍ରଙ୍କ ବିରୋଧରେ ଆଜି ମହିଳା କମିଶନଙ୍କ ପାଖରେ ଆଉ ଜଣେ ମହିଳା ଫେରାଦ୍ ହୋଇଥିଲେ । ଭଦ୍ରକ ଜେଲର ଚିନ୍ମୟ ପାତ୍ରଙ୍କ ନାଁରେ ମହିଳାଙ୍କୁ ଅସଦାଚରଣ ଆଭିଯୋଗ ଆସିବା ପରେ ତାଙ୍କୁ କଳାହାଣ୍ଡି ଜିଲ୍ଲାର ଏମ. ରାମପୁର ସବ୍ଜେଲକୁ ବଦଳି କରାଯାଇଛି । ବଦଳି କଲେ ଆଇଜି ପ୍ରିଜନ । ତାଙ୍କ ସ୍ଥାନରେ ଭଦ୍ରକ ଜେଲର ଜାୟିତ୍ୱରେ ରହିବେ ପ୍ରକାଶ ରଣା ।
Related Posts
ରାସ୍ତାରେ ଗଛ ପଡ଼ି ଚାଲିଗଲା ୭ବର୍ଷର ପୁଅର ଜୀବନ: ବାପା ମାଆ ଓ ଝିଅ ଗୁରୁତର
27 February 2021