ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀକୁ କ୍ଷମା ନାହିଁ’ – ଉପ ରାଜ୍ୟପାଳ
  • ||
  • ଦେଶରେ ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୨୦୨ କରୋନା ପଜିଟିଭ୍
  • ||
  • ସନ୍ଧ୍ୟାରେ ପଞ୍ଜାବ ବନାମ ଦିଲ୍ଲୀ, ‘କର ବା ମର’ ସ୍ଥିତିରେ ଉଭୟ ଟିମ୍
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୭ ପଜିଟିଭ୍
  • ||
  • ଚଣ୍ଡୀଖୋଲ: ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ
  • ||
  • କମିବ ଖରା, ବଢିବ ଗୁଳୁଗୁଳି : ଭିଜାଇବ କାଳବୈଶାଖି ବର୍ଷା
  • ||

ଭଦ୍ରକ ଜଳସେଚନ ବିଭାଗର ସରକାରୀ କ୍ବାର୍ଟର ଲାଗିଛି ଭଡ଼ାରେ

4/09/2018 at 11:28 PM

ଭଦ୍ରକ ୦୪/୦୯ : ସରକାରୀ କ୍ବାର୍ଟର ଲାଗିଛି ଭଡ଼ାରେ । ଭଦ୍ରକ ଜଳସେଚନ ଅଫିସ କର୍ମଚାରୀ ମାନେ ସେମାନଙ୍କ ସରକାରୀ କ୍ବାର୍ଟରକୁ ଭଡ଼ାରେ ଲଗାଇଥିବା ଦେଖିବାକୁ ମିଳିଛି । ୧୮ ଜଣ କର୍ମଚାରୀ ସେମାନଙ୍କ ସରକାରୀ କ୍ବାର୍ଟରକୁ ଭଡ଼ାରେ ଲଗାଇଥିବା ଦେଖିବାକୁ ମିଳିଛି । ଭଡ଼ାଟିଆ ମାନେ କିଏ ପାଞ୍ଚ ବର୍ଷ ତ ଆଉ କିଏ ଦଶବର୍ଷ ହେଲା ଭଡ଼ା ରହିଲେଣି । ସାଳନ୍ଦୀ ଜଳସେଚନ ଅଫିସ କର୍ମଚାରୀଙ୍କ ପାଇଁ ୫୭ଟି କ୍ବାର୍ଟର ଥିବା ବେଳେ ଏଥିରୁ ଜେଇ, କିରାଣୀ ଓ ଖଲାସୀ ପୋଷ୍ଟରେ ଥିବା ୧୮ ଜଣ କର୍ମଚାରୀ କ୍ବାର୍ଟର ଭଡ଼ା ଲଗାଇଛନ୍ତି ।

   Related Posts