ଭିଜିଲାନ୍ସ ଜାଲରେ ଡିଆର୍ଡିଏର ପ୍ରୋଗ୍ରାମ ଅଫିସର ସନ୍ଦୀପ ମହାନ୍ତି

Published By : Prameya-News7 Bureau | December 05, 2018 IST

ଭଦ୍ରକ ୫/୧୨ : ଭିଜିଲାନ୍ସ ଜାଲରେ ଧରା ପଡିଲେ ଡିଆର୍ଡିଏର ପ୍ରୋଗ୍ରାମ ଅଫିସର | ଡିଆର୍ଡିଏର ପ୍ରୋଗ୍ରାମ ଅଫିସର ହେଲେ ସନ୍ଦୀପ ମହାନ୍ତି | ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି | ଭଦ୍ରକସ୍ଥିତ ତାଙ୍କର ଅଫିସ ଏବଂ ଭଦ୍ରକ ସହରରେ ଥିବା ନିଜ ଘରେ ରେଡ୍ କରିଛି ଭିଜିଲାନ୍ସ ବିଭାଗ | ଏହାସହ ଭୁବନେଶ୍ବର ସ୍ଥିତ ବାସଭବନ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.