ମମିତା ମେହେର ହତ୍ୟା ଘଟଣାରେ ପ୍ରତିବାଦ, ଭଦ୍ରକ ଜିଲ୍ଲାର ସମସ୍ତ ବ୍ଲକ ସମ୍ମୁଖରେ ବିଜେପିର ବିକ୍ଷୋଭ

Published By : Prameya-News7 Bureau | November 08, 2021 IST

ଭଦ୍ରକ, ୦୮/୧୧: ମମିତା ମେହେର ହତ୍ୟା ଘଟଣାରେ ତାତି କମିବାର ନାଁ ନେଉ ନାହିଁ । ଭଦ୍ରକ ଜିଲ୍ଲା ବିଜେପି ମଧ୍ୟ ବିଭିନ୍ନ ଉପାୟରେ ପ୍ରତିବାଦ ଜାରି ରଖିଛି । ଭଦ୍ରକ ଜିଲ୍ଲାର ସମସ୍ତ ବ୍ଲକ ସମ୍ମୁଖରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିଛି । ଭଦ୍ରକ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ।

ତେବେ ମମିତା ମେହେର ହତ୍ୟାଘଟଣାରେ ତଦନ୍ତ ପ୍ରଭାବିତ ହେଉଥିବା କହିଛନ୍ତି ବିଜେପି ନେତା । ତେବେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦିଅନ୍ତୁ ବୋଲି ବିଜେପି କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.