Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ମଉଳିଲା ଭାରତର ପଦକ ଆଶା, ଅସୀ ଚାଳନାରେ ପରାସ୍ତ ହେଲେ ଭବାନୀ ଦେବୀ

26/07/2021 at 10:22 AM

ଟୋକିଓ ୨୬/୭: ବିଶ୍ବ କ୍ରୀଡ଼ା ମହାକୁମ୍ଭ ‘ଅଲିମ୍ପିକ୍ସ’ର ଆଜି ହେଉଛି ୪ର୍ଥ ଦିନ । ଭାରତୀୟ ଦଳ ୪ର୍ଥ ଦିନ ଆରମ୍ଭରୁ ଭଲ ପ୍ରଦର୍ଶନ ଆରମ୍ଭ କରିଥିଲା । ହେଲେ ସବୁଠୁ ଫୋସକରେ ଥିବା ଭବାନୀ ଦେବୀ ଦମଦାର ପ୍ରଦର୍ଶନ କରି ୨ୟ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ । ହେଲେ ଦ୍ବିତୀୟ ରାଉଣ୍ଡରେ ସେ ପରାସ୍ତ ହୋଇଛନ୍ତି । ଫଳରେ ଭାରତୀୟ ପ୍ରଶଂସକ ନିରାଶ ହୋଇଛନ୍ତି ।

ଅସୀ ଚାଳନାରେ ଭାରତର ପ୍ରଥମ ପ୍ରତିଯୋଗୀ ଭାବେ ଅଲିମ୍ପିକ୍ସ ଖେଳି ବିଜୟରୁ ହିଁ ଅଭିଯାନ ଆରମ୍ଭ କରିଥିଲେ । ବ୍ୟକ୍ତିଗତ ସାବ୍ରେ ଇଭେଣ୍ଟର ରାଉଣ୍ଡ-୬୪ରେ ଟ୍ୟୁନିସିଆର ନାଦିଆଙ୍କୁ ହରାଇ ଓଲିମ୍ପିକ୍ସରେ ପ୍ରଥମ ବିଜୟ ହାସଲ କରିଥିଲେ । ଅସୀ ଚାଳନା ବିଭାଗରେ ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସରେ ପାଦ ଥାପିଥିବା ୨୭ ବର୍ଷିୟ ଭବାନୀ ପ୍ରଥମ ପିରିୟଡେର ୮-୦ରେ ଆଗୁଆ ରହିଥିଲେ । ପରେ ଦ୍ବିତୀୟ ପିରିୟଡରେ ନାଦିଆ ପ୍ରତ୍ୟାବର୍ତ୍ତନ କରିଥିଲେ ।

   Related Posts