ଧର୍ମଗଡ୧୨/୧୦: ନମିତା ମେଲେକା ପରେ ପୁଣି ଜଣେ ଯୁବ କଣ୍ଠଶିଳ୍ପୀଙ୍କ ଗୀତ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କଳାହାଣ୍ଡିର ଏକ ଅଖ୍ୟାତ ପଲ୍ଲୀର ୧୭ ବର୍ଷୀୟ ଛାତ୍ରଙ୍କ ସୁମଧୁର କଣ୍ଠ ଏବଂ ଗୀତ ଶୈଳୀ ସୋସିଆଲ ମିଡ଼ିଆରେ ଚହଳ ସୃଷ୍ଟି କରିଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୁଷାପାଳି ପଞ୍ଚାୟତର ଗହନା ମୁଣ୍ଡା ଗ୍ରାମରେ ବାସ କରନ୍ତି ବୁବୁ ନାଗ। ସରକାରଙ୍କ ତରଫରୁ ପ୍ରୋତ୍ସାହନ ଯୋଗାଇ ଦିଆଗଲେ, ବୁବୁ ଆଗେଇ ପାରିବେ ବୋଲି ଆଶା ବାନ୍ଧି ବସିଛନ୍ତି।
wp:html /wp:htmlଅମେଠି ଓ ରାଇବରେଲିରୁ କିଏ ହେବେ କଂଗ୍ରେସ ପ୍ରାର୍ଥୀ?...