ତିନି ଲୁଟେରାଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ

Published By : Prameya-News7 Bureau | August 28, 2018 IST

  ଗଞ୍ଜାମ ୨୮/୮: ବଡବଜାର ପୁଲିସ୍ ଜଣେ ବାଇକ୍ ଲୁଟେରାକୁ ଗିରଫ କରିଥିବା ବେଳେ ୭ଟି ମୋଟରସାଇକେଲ ଜବତ କରିଛି। ସେହିପରି ଟାଉନ୍ ପୁଲିସ୍ ଦୁଇ ମୋବାଇଲ୍ ଲୁଟେରାକୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୩ଟି ମୋବାଇଲ୍ ଫୋନ୍ ଗୋଟିଏ ଲାପଟପ୍ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍ ଡି ପି ଓ ପ୍ରଭାତ ରାଉତରାୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.