Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତିନି ଲୁଟେରାଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ

28/08/2018 at 7:44 AM

 

ଗଞ୍ଜାମ ୨୮/୮: ବଡବଜାର ପୁଲିସ୍ ଜଣେ ବାଇକ୍ ଲୁଟେରାକୁ ଗିରଫ କରିଥିବା ବେଳେ ୭ଟି ମୋଟରସାଇକେଲ ଜବତ କରିଛି। ସେହିପରି ଟାଉନ୍ ପୁଲିସ୍ ଦୁଇ ମୋବାଇଲ୍ ଲୁଟେରାକୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୩ଟି ମୋବାଇଲ୍ ଫୋନ୍ ଗୋଟିଏ ଲାପଟପ୍ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍ ଡି ପି ଓ ପ୍ରଭାତ ରାଉତରାୟ।

   Related Posts