ବ୍ରହ୍ମପୁର ଅନନ୍ତନଗର ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ

Published By : Prameya-News7 Bureau | August 23, 2018 IST

ବ୍ରହ୍ମପୁର ଅନନ୍ତନଗର ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ । ଖବର ପାଇ ଘଟଣାସ୍ଥଳରେ ବ୍ରହ୍ମପୁର ଏସ୍.ପି ପିନାକ ମିଶ୍ର, ଏସ୍.ଡି.ପି.ଓ ପ୍ରଭାତ ରାଉତ ରାୟଙ୍କ ସମେତ ଏକ ସ୍ବତନ୍ତ୍ର ଟିମ୍ ଚଢାଉ କରିଥିଲା । ୧୦ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ୍ । ଜୁଆ ଆଡ୍ଡାରୁ ୪ ଲକ୍ଷ ୫ ହଜାର ଟଙ୍କା, ୧୧ଟି ମୋବାଇଲ୍ ଫୋନ୍, ୫ଟି ମୋଟର୍ ସାଇକେଲ୍ ଜବତ କରିଥିବା ବ୍ରହ୍ମପୁର ଏସ୍.ପି ପିନାକ ମିଶ୍ର କହିଛନ୍ତି । ଏଭଳି ଚଢ଼ାଉ ଜାରି ରହିବ ବୋଲି ଏସ୍.ପି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.