Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବ୍ରହ୍ମପୁର ମେଡିକାଲ ଡ଼ିଏମଏଲଟି ଛାତ୍ରୀ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ଶେଷ

16/04/2018 at 7:20 AM

ବ୍ରହ୍ମପୁର MKCG ମେଡିକାଲ ଡ଼ିଏମଏଲଟି ଛାତ୍ରୀ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ଶେଷ
ବ୍ରହ୍ମପୁର ପୋଲିସ ଆଜି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବ
ଗତ ନଭେମ୍ବର ୧୬ ତାରିଖରେ ମିନତୀ ପ୍ରଧାନଙ୍କୁ ତାଙ୍କ ସ୍ୱାମୀ ନିରଞ୍ଜନ ଏସିଡ ମାଡ କରିଥିଲେ
ସେବେଠୁ ନିରଞ୍ଜନ ଫେରାର ଥିଲେ
୫ମାସ ପରେ ପୋଲିସ ତାଙ୍କୁ ମୁମ୍ବାଇରୁ ଗିରଫ କରିଥିଲା

Leave a Reply

   Related Posts