ବ୍ରହ୍ମପୁର ମେଡିକାଲ ଡ଼ିଏମଏଲଟି ଛାତ୍ରୀ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ଶେଷ
16/04/2018 at 7:20 AM

ବ୍ରହ୍ମପୁର MKCG ମେଡିକାଲ ଡ଼ିଏମଏଲଟି ଛାତ୍ରୀ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ଶେଷ
ବ୍ରହ୍ମପୁର ପୋଲିସ ଆଜି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବ
ଗତ ନଭେମ୍ବର ୧୬ ତାରିଖରେ ମିନତୀ ପ୍ରଧାନଙ୍କୁ ତାଙ୍କ ସ୍ୱାମୀ ନିରଞ୍ଜନ ଏସିଡ ମାଡ କରିଥିଲେ
ସେବେଠୁ ନିରଞ୍ଜନ ଫେରାର ଥିଲେ
୫ମାସ ପରେ ପୋଲିସ ତାଙ୍କୁ ମୁମ୍ବାଇରୁ ଗିରଫ କରିଥିଲା