Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • କେନ୍ଦ୍ରାପଡ଼ା : ରାମଚଣ୍ଡୀ ମନ୍ଦିରରୁ ଚୋରି, ତାଲା ଭାଙ୍ଗି ସୁନା ଅଳଙ୍କାର ଲୁଟ୍
  • ||

ଶୋଇବା ପୂର୍ବରୁ ସ୍ନାନ କରିବା ଦ୍ବାରା ଓଜନ କମିବା ସହ ଆଉ କଣ ଲାଭ ହୁଏ ଜାଣନ୍ତୁ…

28/06/2019 at 5:00 PM

ଅଧିକାଂଶ ଲୋକେ ଗରମ ଦିନରେ ସନ୍ଧ୍ୟାରେ କାମ ସାରି ବା ଅଫିସ୍‌ରୁ ଆସି ସ୍ନାନ କରିବା ପସନ୍ଦ କରନ୍ତି। କିନ୍ତୁ ରାତିରେ ଶୋଇବା ପୂର୍ବରୁ ଗାଧୋଇବା ଶରୀର ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ତେବେ ରାତିରେ ସ୍ନାନ କରିବାର ଲାଭ ଜାଣନ୍ତୁ।

ଜ୍ବର ହୋଇଥିବା ସମୟରେ ଓ ଉଚ୍ଚ ରକ୍ତଚାପ ସମସ୍ୟା ଥିବା ଲୋକମାନଙ୍କ ପାଇଁ ରାତିରେ ସ୍ନାନ କରିବା ଲାଭଦାୟ ହୋଇଥାଏ। ଏଭଳି ସମସ୍ୟା ଥିବା ଲୋକମାନଙ୍କୁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଉଷୁମ୍‌ ଗରମ ପାଣିରେ ଗାଧୋଇ ଉଚିତ୍‌। ଏହା ଦ୍ବାରା ଶରୀରରୁ ଝାଳ ବାହାରିଥାଏ ଓ ଶରୀର ଥଣ୍ଡା ହୋଇଯାଏ।

ଦିନ ସାରା କାମ କରି ଥକି ଯାଇଥିଲେ ଓ ରାତିରେ ନିଦ ନଆସୁଥିଲେ ପାଣିରେ ତେଲ ମିଶାଇ ଥରେ ସ୍ନାନ କରିଲେ ଶରୀରକୁ ଆରାମ ମିଳିଥାଏ । ଫଳରେ ଏହି ପ୍ରକ୍ରିୟା ରାତିରେ ଭଲ ନିଦ ହେବାରେ ସାହାଯ୍ୟ କରେ।

ଶୋଇବା ପୂର୍ବରୁ ଥଣ୍ଡା ପାଣିରେ ଗାଧୋଇଲେ ଶରୀରର ରକ୍ତ ସଂଚାଳନ ବଢିଥାଏ ଯାହା ହାର୍ଟ ପାଇଁ ଲାଭଦାୟକ ହୋଇଥାଏ। ଏହା ସହ ଶରୀରର ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବଢାଇବାରେ ସାହାଯ୍ୟ କରେ ଏହି ପ୍ରକ୍ରିୟା। ଶୋଇବା ପୂର୍ବରୁ ରାତିରେ ଉଷୁମ୍‌ ପାଣିରେ ସ୍ନାନ କରିଲେ ଶରୀରର ଓଜନ ମଧ୍ୟ କମିଥାଏ କାରଣ ଏହା ଅନେକ କ୍ୟାଲୋରୀ ବର୍ଣ୍ଣ  କରିବାରେ ସାହାଯ୍ୟ କରିଥାଏ।

 

 

   Related Posts