Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ଚିକେନ୍‌ ଖାଉଛନ୍ତି କି ? ଜାଣନ୍ତୁ ବିଶେଷ ତଥ୍ୟ

19/08/2019 at 2:51 PM

ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପ୍ରତ୍ୟେକ ଗୁରୁତ୍ବପୂର୍ଣ୍ଣ ଜିନିଷ ଉପରେ ସମସ୍ତ ଧ୍ୟାନ ଦେବା ଉଚିତ୍‌। କାରଣ ଆଜିକାଲିର ଧାଁଦୌଡ ଜୀବନରେ ଲୋକେ ଖାଦ୍ୟ ଉପରେ ବିଶେଷ କିଛି ଧ୍ୟାନ ଦିଅନ୍ତି ନାହିଁ। ପେଟ ପୂରିବା ପାଇଁ ଯେତେବେଳେ ଯାହା ମିଳେ ତାହା ଖାଇଦିଅନ୍ତି।

ହେଲେ ସୁସ୍ଥ ରହିବା ପାଇଁ ସବୁବେଳେ ପୌଷ୍ଟିକର ଖାଦ୍ୟ ଖାଇବା ଜରୁରୀ। ତେବେ ଚିକେନ ଖାଉଥିବା ଲୋକେ ଏହି ବିଷୟରେ ନିହାତି ଜାଣିବା ଉଚିତ୍‌।

ଯଦି କମ ଓଜନ ଜନିତ ସମସ୍ୟା ଅଛି ତାହାଲେ ପ୍ରତିଦିନ ୨୦୦-୩୦୦ ଗ୍ରାମ ଚିକେନ ଖାଇବା ଉଚିତ୍‌। ଚିକେନ ଖାଇଲେ ଶରୀରକୁ ପୁଷ୍ଟିକର ତତ୍ତ୍ବ ମିଳିଥାଏ। ଏହା ସହ ଓଜନ ମଧ୍ୟ ବଢାଇବାରେ ସାହାଯ୍ୟ କରେ ଚିକେନ୍‌।

ଚିକେନ୍‌ ଖାଇଲେ ଶରୀର ସୁସ୍ଥ ରହିବା ସହ ମଜବୁତ ରହିବ। ଓଜନ ବଢାଇବା ପାଇଁ ଚିକେନକୁ ଯେମିତି ଚାହିଁଲେ ସେମିତି ରାନ୍ଧି ଖାଇ ହେବ। ଶରୀରର ହାଡ ଦୁର୍ବଳ ଥିଲେ ପ୍ରତିଦିନ ଖାଦ୍ୟରେ ଚିକେନ୍‌ ଆଇଟମ୍‌ ମିଶାଇବା ଉଚିତ୍‌।

ଆଜିକାଲି ଅଧିକାଂଶ  ଜିମ୍‌ ଯାଇ କସରତ କରି ଫିଟ୍‌ ରହିବା ପସନ୍ଦ କରନ୍ତି। ଜିମ୍‌ ଗଲେ ମଧ୍ୟ ଭୋଜନରେ ଚିକେନ୍‌ ଖାଇବା ଉଚିତ୍‌।ହେଲେ ଜିମ୍‌ ଗଲେ ସିଝା ଚିକେନ ଖାଇଲେ ଶରୀରକୁ ଅଧିକ ଫାଇଦା ମିଳିଥାଏ। ଜିମିଂ ପରେ ସିଝା ଚିକେନ ଖାଇଲେ ଶରୀରର ମାଂସପେଶୀର ଆକାର ବଢେ। ଏହା ଦ୍ବାରା ଶରୀରକୁ ଅଧିକ ବଳ ମିଳିଥାଏ।       

 

   Related Posts