ଚିକେନ୍‌ ଖାଉଛନ୍ତି କି ? ଜାଣନ୍ତୁ ବିଶେଷ ତଥ୍ୟ

Published By : Prameya-News7 Bureau | August 19, 2019 IST

ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପ୍ରତ୍ୟେକ ଗୁରୁତ୍ବପୂର୍ଣ୍ଣ ଜିନିଷ ଉପରେ ସମସ୍ତ ଧ୍ୟାନ ଦେବା ଉଚିତ୍‌। କାରଣ ଆଜିକାଲିର ଧାଁଦୌଡ ଜୀବନରେ ଲୋକେ ଖାଦ୍ୟ ଉପରେ ବିଶେଷ କିଛି ଧ୍ୟାନ ଦିଅନ୍ତି ନାହିଁ। ପେଟ ପୂରିବା ପାଇଁ ଯେତେବେଳେ ଯାହା ମିଳେ ତାହା ଖାଇଦିଅନ୍ତି।

{"id":146087}

ହେଲେ ସୁସ୍ଥ ରହିବା ପାଇଁ ସବୁବେଳେ ପୌଷ୍ଟିକର ଖାଦ୍ୟ ଖାଇବା ଜରୁରୀ। ତେବେ ଚିକେନ ଖାଉଥିବା ଲୋକେ ଏହି ବିଷୟରେ ନିହାତି ଜାଣିବା ଉଚିତ୍‌।

{"id":146097,"width":566,"height":352}

ଯଦି କମ ଓଜନ ଜନିତ ସମସ୍ୟା ଅଛି ତାହାଲେ ପ୍ରତିଦିନ ୨୦୦-୩୦୦ ଗ୍ରାମ ଚିକେନ ଖାଇବା ଉଚିତ୍‌। ଚିକେନ ଖାଇଲେ ଶରୀରକୁ ପୁଷ୍ଟିକର ତତ୍ତ୍ବ ମିଳିଥାଏ। ଏହା ସହ ଓଜନ ମଧ୍ୟ ବଢାଇବାରେ ସାହାଯ୍ୟ କରେ ଚିକେନ୍‌।

{"id":146089,"width":553,"height":363}

ଚିକେନ୍‌ ଖାଇଲେ ଶରୀର ସୁସ୍ଥ ରହିବା ସହ ମଜବୁତ ରହିବ। ଓଜନ ବଢାଇବା ପାଇଁ ଚିକେନକୁ ଯେମିତି ଚାହିଁଲେ ସେମିତି ରାନ୍ଧି ଖାଇ ହେବ। ଶରୀରର ହାଡ ଦୁର୍ବଳ ଥିଲେ ପ୍ରତିଦିନ ଖାଦ୍ୟରେ ଚିକେନ୍‌ ଆଇଟମ୍‌ ମିଶାଇବା ଉଚିତ୍‌।

{"id":146092,"width":567,"height":379}

ଆଜିକାଲି ଅଧିକାଂଶ  ଜିମ୍‌ ଯାଇ କସରତ କରି ଫିଟ୍‌ ରହିବା ପସନ୍ଦ କରନ୍ତି। ଜିମ୍‌ ଗଲେ ମଧ୍ୟ ଭୋଜନରେ ଚିକେନ୍‌ ଖାଇବା ଉଚିତ୍‌।ହେଲେ ଜିମ୍‌ ଗଲେ ସିଝା ଚିକେନ ଖାଇଲେ ଶରୀରକୁ ଅଧିକ ଫାଇଦା ମିଳିଥାଏ। ଜିମିଂ ପରେ ସିଝା ଚିକେନ ଖାଇଲେ ଶରୀରର ମାଂସପେଶୀର ଆକାର ବଢେ। ଏହା ଦ୍ବାରା ଶରୀରକୁ ଅଧିକ ବଳ ମିଳିଥାଏ।       

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.