Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||

ଚୁଟିର ଡାକ୍ତର ଅଣ୍ଡା ତେଲ : ଜାଣନ୍ତୁ ଏହାର ଫାଇଦା

25/11/2018 at 5:54 PM

ଭୁବନେଶ୍ବର ୨୫/୧୧: ପ୍ରାକୃତିକ ତେଲ ତ୍ବଚା ଏବଂ ବାଳ ନିମନ୍ତେ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ନଡ଼ିଆ ତେଲ,ବାଦାମ ତେଲ,ଅଲିଭ ତେଲର ଫାଇଦା ବିଷୟରେ ତ ଆପଣ ଜାଣିଥିବେ କିନ୍ତୁ ଆପଣ କ’ଣ କେବେ ଅଣ୍ଡା ତେଲ ଟ୍ରାଇ କରିଛନ୍ତି? ଆସନ୍ତୁ ଜାଣିବା ଅଣ୍ଡା ତେଲ କିପରି ଭାବରେ ଆମ ବାଳ ପାଇଁ ଲାଭଦାୟକ ହୋଇଥାଏ।

ଅଣ୍ଡା ତେଲ ଅଣ୍ଡାର କେଶରରୁ ବାହାରିଥାଏ। ଏହା ଚୁଟି ମୂଳରେ ସହଜରେ ଶୋଷିତ ହୋଇଯାଏ। ଏହା ଦ୍ବାରା ବାଳର ରୁକ୍ଷପଣ ଦୂର ହୋଇଥାଏ।

ଅଣ୍ଡା ତେଲ ଲଗାଇବା ଦ୍ବାରା ବାଳ ଝଡ଼ିବା ସମସ୍ୟା ଦୂର ହୋଇଥାଏ। ଏଥିରେ ବାଳର ପୋଷଣ ନିମନ୍ତେ ଜରୁରୀ ତତ୍ତ୍ବ ଥାଏ। ଏଥିପାଇଁ ଏହାର ବ୍ୟବହାର ଦ୍ବାରା ବାଳ ଝଡ଼ିବା କମିଥାଏ ଏବଂ ଘନବାଳ ହୋଇଥାଏ।

ଅଣ୍ଡା ତେଲରେ କୋଲେଷ୍ଟ୍ରୋଲ୍ ଥାଏ। ଏହା ତ୍ବଚାକୁ ଶୋଷିତ କରିଥାଏ ଏବଂ ଟିସୁକୁ ଉପଯୁକ୍ତ ସ୍ଥାନକୁ ଆଣିଥାଏ। ଏହା ବାଳକୁ କଣ୍ଡିସନିଙ୍ଗ୍ କରିଥାଏ।

ବାଳର ଏଜିଙ୍ଗକୁ ରୋକିଥାଏ। ଅଣ୍ଡା ତେଲରେ ଆଣ୍ଟିଅକ୍ସିଡାଣ୍ଟ ଥାଏ ବୟସାଧିକ୍ୟରୁ ବାଳକୁ ରକ୍ଷା କରିଥାଏ ଏବଂ ବାଳକୁ ମଜବୁତ କରିଥାଏ।

   Related Posts