Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

୧୪୮ ରୋଗରୁ ରକ୍ଷା ଦିଏ ଗୌମୂତ୍ର

2/08/2019 at 5:28 PM

ଆଜିକାଲିର ଧାଁ ଦୌଡ ଜୀବନରେ ଅଧିକାଂଶ ଲୋକଙ୍କ ଶରୀର ଅସୁସ୍ଥ ଥାଏ। ବାହାରୁ ନହେଲେ ମଧ୍ୟ ଭିତରୁ ଶରୀର ଦୁର୍ବଳ ଥାଏ। ତେବେ ଏମିତି ଅନେକ ଜିନିଷ ଅଛି ଯାହା ଖାଇଲେ ବା ପିଇଲେ ଶରୀରକୁ ଶାନ୍ତି ମିଳିବା ସହ ଶରୀର ସୁସ୍ଥରହେ ।

ଏଭଳି ଏକ ଅମୋଘ ଔଷଧ ହେୁଛି ଗୋମୂତ୍ର । ଗୋମୂତ୍ର ଶରୀର ପାଇଁ ବହୁତ ଲାଭଦାୟକ। ଏହାର ସେବନ ଦ୍ବାରା ଅନେକ ରୋଗରୁ ମୁକ୍ତି ମିଳିଥାଏ। ଯେମିତି ପ୍ରତିଦିନ ବ୍ୟାୟାମ କରିବା ଭଲ ଅଭ୍ୟାସ ସେମିତି ସକାଳେ ଉଠି ପ୍ରଥମେ ଖାଲି ପେଟରେ ଗୋମୂତ୍ର ସେବନ କରିଲେ ଶରୀର ସୁସ୍ଥ ରହେ। ଏଥିରେ ଭରପୁର ମାତ୍ରାର ଔଷଧୀୟ ଗୁଣ ଅଛି।

୧- ଏହା ଦ୍ବାରା ଶରୀରର ୧୪୮ ରୋଗରୁ ମୁକ୍ତି ମିଳିଥାଏ।   
୨- ଗୋମୂତ୍ର ସେବନ ଦ୍ବାରା ଗ୍ୟାସ, ହାଇପର ଏସିଡିଟି, ଅଲସର ଭଳି ପେଟ ସମସ୍ୟା ଦୂର ହୋଇଥାଏ।
୩- ନିଶ୍ବାସ ନେବାରେ ଅସୁବିଧା ଥିଲେ ଗୋମୂତ୍ର ସେବନ କରିବା ଜରୁରୀ।
୪- ହାର୍ଟ ରୋଗୀଙ୍କ ପାଇଁ ମଧ୍ୟ ଗୋମୂତ୍ର ସେବନ ଲାଭଦାୟକ ହୋଇଥାଏ।

୫- ତ୍ବଚାର ଦାଗ ମଧ୍ୟ ଦୂର କରେ ଗୋମୂତ୍ର ।

୬- ସକାଳେ ଖାଲି ପେଟରେ ଗୌମୁତ୍ର ପିଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢେ।

 



 

 

   Related Posts