ଭୁବନେଶ୍ବର୩୧/୮: ମଧୁବାବୁ ପେନ୍ସନ ଯୋଜନାରେ ହିତାଧିକାରୀମାନଙ୍କୁ ଏକକାଳୀନ ମିଳିବ ୪ ମାସର ଭତ୍ତା। ସେପ୍ଟେମ୍ବର ମାସରେ ଆଗାମୀ ୪ ମାସ ପାଇଁ ଭତ୍ତା ମିଳିବ। ସେପ୍ଟେମ୍ବରରୁ ଡିସେମ୍ବର ଯାଏଁ ଏକକାଳୀନ ଭତ୍ତା ଦିଆଯିବ। ଏନେଇ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି।
କୋଲାବିରାରେ ସମାବେଶରେ ବିଧାୟିକାଙ୍କ ଦୃଢୋକ୍ତି, କହିଲ...