Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହିତାଧିକାରୀମାନଙ୍କୁ ଏକକାଳୀନ ମିଳିବ ୪ ମାସର ଭତ୍ତା

31/08/2020 at 4:02 PM

 ଭୁବନେଶ୍ବର୩୧/୮:  ମଧୁବାବୁ ପେନ୍‌ସନ ଯୋଜନାରେ ହିତାଧିକାରୀମାନଙ୍କୁ ଏକକାଳୀନ ମିଳିବ ୪ ମାସର ଭତ୍ତା।  ସେପ୍ଟେମ୍ବର ମାସରେ ଆଗାମୀ ୪ ମାସ ପାଇଁ ଭତ୍ତା ମିଳିବ। ସେପ୍ଟେମ୍ବରରୁ ଡିସେମ୍ବର ଯାଏଁ ଏକକାଳୀନ ଭତ୍ତା ଦିଆଯିବ। ଏନେଇ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି।

   Related Posts