ଅଶ୍ଳୀଳ ଫଟୋ ସୁଟ୍ କରି ଜେଲଗଲେ ମଡ଼େଲ

Published By : Prameya-News7 Bureau | January 02, 2019 IST

ବେଲଜିୟମ ୨/୧- ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଲଜିୟମ ମଡ଼େଲଙ୍କୁ ନିଜର ନଗ୍ନ ଫଟୋସୁଟ୍ କରିବା ଏଥର ପଡ଼ିଛି ମହଙ୍ଗା । ବିଭିନ୍ନ ଆଡ଼୍ ଓ ମାଗାଜିନରେ ନଗ୍ନ ପୋଷ୍ଟର ଗାର୍ଲ ଭାବେ ପରିଚିତ ମାରିସା ପପେନଙ୍କୁ ମିଳିଛି ଜେଲଦଣ୍ଡ ।

{"id":69822,"width":587,"height":391}

 ସେ ନିକଟରେ ନିଜର ଫଟୋଗ୍ରାଫରଙ୍କ ସହ ବିବାଦୀୟ ଫଟୋ ସୁଟ କରୁଥିବା ସମୟରେ ଭାଟିକାନରେ କରାଯାଇଛି ଗିରଫ ।

{"id":69823,"width":587,"height":330}

ପାପେନ ମଧ୍ୟ ଏହା ପୂର୍ବରୁ ଇଜପିଟ୍ ପୋଲିସ ଦ୍ଵାରା ଗିରଫ ହୋଇଥିଲେ ।

{"id":69824,"width":589,"height":421}

ସେ ଇଜିପ୍ଟରେ କାରନାକ ମନ୍ଦିର ପରିସରରେ ନିଜର ନଗ୍ନ ଫଟୋ ଉଠାଇବାକୁ ନେଇ କରାଯାଇଥିଲା ଗିରଫ । ସେଥିପାଇଁ କିଛିଦିନ ମଧ୍ୟ ଜେଲଦଣ୍ଡ ଭୋଗିବାକୁ ପଡ଼ିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.