ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲକ୍ଷେ ପୁରୁଷଙ୍କ ମଧ୍ୟରେ ଜଣେ ବ୍ୟକ୍ତିଙ୍କ ଏହି ଅଂଗରେ ଥାଏ କଳାଜାଇ, ଏହା ହୋଇଥାଏ କୋଟିପତି ହେବାର ଲକ୍ଷଣ

13/12/2018 at 6:35 PM

ଆପଣଙ୍କ ଶରୀରରେ କୈାଣସି ନା କୈାଣସି ସ୍ଥାନରେ କଳାଜାଇ ରହିଥାଏ।ଏପରି ମଧ୍ୟ ଶରୀରରେ ପ୍ରତ୍ୟେକ ସ୍ଥାନର କଳାଜାଇ ଆମ ଆଚାର ବ୍ୟବହାର ବିଷୟରେ କହିଥାଏ ଏବଂ ଏହା ସହିତଭବିଷ୍ୟତ ବିଷୟରେ ମଧ୍ୟ ଆଗୁଆ ସୂଚନା ଦେଇଥାଏ। ସମସ୍ତଙ୍କୁ ନିଜ ଭବିଷ୍ୟତ ବିଷୟରେ ଜାଣିବାକୁ ଇଚ୍ଛାହୋଇଥାଏ କିନ୍ତୁ ଏହା ପୂରଣ ହୋଇନଥାଏ। କିନ୍ତୁ ପୁରୁଷଙ୍କ ଏହି ନିର୍ଦ୍ଦିଷ୍ଟ ଅଙ୍ଗରେ କଳାଜାଇରହିଥିଲେ ସେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। କୁହାଯାଏ ଲକ୍ଷାଧିକ ଲୋକଙ୍କ ମଧ୍ୟରୁ ଜଣେ ଲୋକଙ୍କଏପରି ସ୍ଥାନରେ କଳାଜାଇ ଥାଏ ଏବଂ ସେ ଭାଗ୍ୟଶାଳୀ ହୋଇଥାଏ।

ଆପଣମାନେ ଦେଖିଥିବେ ଯେ କେତେକ ଲୋକଙ୍କ ଓଠରେ କଳାଜାଇ ଥାଏ ,କେତେକଙ୍କହାତରେ ,ମୁଣ୍ଡରେ ,ଗୋଡ଼ରେ ଥାଏ କିନ୍ତୁ ଆଜି ଆମେ ଏପରି ଏକ ସ୍ଥାନରେ କଳାଜାଇ ଥିବା ବିଷୟରେ ଜାଣିବାଯାହା ଲକ୍ଷାଧିକ ଲୋକଙ୍କ ମଧ୍ୟରୁ ଜଣେ ଲୋକଙ୍କ ଠାରେ ଦେଖିବାକୁ ମିଳେ। ଆଉ ସେଇ ସ୍ଥାନଟି ହେଲାଛାତିର ମଝିରେ । ଯେଉଁ ବ୍ୟକ୍ତିର ଛାତିର ମଝିରେ କଳାଜାଇ ଥାଏ ସେ ଭାଗ୍ୟଶାଳୀ ହୋଇଥାଏ। ସାମୁଦ୍ରିକଶାସ୍ତ୍ର ଅନୁସାରେ ଏହି ବ୍ୟକ୍ତି ସମାଜରେ ସଫଳତା ପ୍ରାପ୍ତି କରିଥାଏ ଏବଂ ଯଶ ମଧ୍ୟ।

ଏହି ବ୍ୟକ୍ତିମାନେ ଉତ୍ତମ ସ୍ବଭାବର ହୋଇଥାନ୍ତି ଏବଂ ତାଙ୍କ ହୃଦୟମଧ୍ୟ ପରିଷ୍କାର ହୋଇଥାଏ। ଏମାନେ ପରସ୍ପରକୁ ଭଲଭାବେ ବୁଝିଥାନ୍ତି ଏବଂ ସ୍ମାର୍ଟ ଦେଖାଯାନ୍ତି।ଏହି ବ୍ୟକ୍ତିମାନଙ୍କ ବ୍ୟକ୍ତିତ୍ବ ଖୁବ୍ ଆକର୍ଷଣୀୟ ହୋଇଥାଏ ଏବଂ ଏମାନେ ସମସ୍ତଙ୍କୁ ନିଜର ବ୍ୟବହାରରେଆକର୍ଷିତ କରିଥାନ୍ତି। ଏମାନେ ଯେଉଁ କାମରେ ହାତ ଦିଅନ୍ତି ସଫଳ ହୋଇଥାନ୍ତି ଏବଂ ପର୍ଯ୍ୟାପ୍ତ ପରିମାଣରେଅର୍ଥ ଲାଭ କରିଥାନ୍ତି।

  

   Related Posts