କଂଗ୍ରେସକୁ ଝଟ୍‌କା, ବିଜେଡିରେ ମିଶିଲେ ବେଗୁନିଆର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁ

Published By : Prameya-News7 Bureau | November 15, 2021 IST

ଭୁବନେଶ୍ବର ୧୧: ପୁଣି କଂଗ୍ରେସକୁ ଝଟକା । ବିଜେଡିରେ ସାମିଲ ହେଲେ ବେଗୁନିଆର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁ । ନିଜ ସମର୍ଥକଙ୍କ ସହ ବିଜେଡିର ମିଶିଲେ ପ୍ରଦୀପ ସାହୁ ।

୨୦୧୯ରେ କଂଗ୍ରେସ ପ୍ରାର୍ଥୀ ୫୪ ହଜାରରୁ ଅଧିକ ଭୋଟ୍ ପାଇଥିଲେ । ୨୦୧୪ ନିର୍ବାଚନରେ ଆମ ଓଡ଼ିଶା ପାର୍ଟିରୁ ପ୍ରାର୍ଥୀ ହୋଇ ୩୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ । ମିଶ୍ରଣ ପର୍ବରେ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.