Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ପାର୍ଟନରଙ୍କୁ KISS କରିବା ଆଗରୁ ଟିକେ ଭାବନ୍ତୁ …ଏମିତି କିଛି ପ୍ରତି ରୁହନ୍ତୁ ସାବଧାନ

30/01/2020 at 4:23 PM

ନିଜ ପାର୍ଟନରଙ୍କୁ କିସ୍ କରିବା ବେଳେ ଉଭୟଙ୍କ ମଧ୍ୟରେ ଶାରିରୀକ ବନ୍ଧନ ମଜବୁତ ହେବା ସହ ଭାବନାତ୍ମକ ବନ୍ଧନ ମଧ୍ୟ ବଢ଼ିଥାଏ। କିନ୍ତୁ ଏହା ସହିତ କିସ୍ କରିବା ସମୟରେ ଅନେକ ଦିଗ ପ୍ରତି ବିଶେଷ ଧ୍ୟାନ ରଖିବା ନିହାତି ଜରୁରୀ ହୋଇଥାଏ।

  • କିସ୍ କରିବା ସମୟରେ ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ରଖିବା ନିହାତି ଆବଶ୍ୟକ ହୋଇଥାଏ।
  • କିସ୍ କରିବା ସମୟରେ ଅଧିକ ଉତ୍ତେଜିତ ହୋଇଯିବା ଅନୁଚିତ୍।
  • ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ କେବେ ବି ପାର୍ଟନରଙ୍କୁ କିସ୍ କରନ୍ତୁ ନାହିଁ। ଫଳରେ ଆପଣଙ୍କ ଇମ୍ପେସନ୍ ଖରାପ ହେବା ସହ ଏହା ସଂକ୍ରମଣର କାରଣ ହୋଇଥାଏ। ଏଥିପାଇଁ ମାଉଥ ଫ୍ରେଶନର ବ୍ୟବହାର କରିପାରିବେ।
  • କିସ୍ କରିବାବେଳେ ଅଧିକାଂଶ ଲୋକେ ବହୁତ ପାଖାପାଖି ଆସି ଯାଇଥାଆନ୍ତି। ଏହି ବ୍ୟବହାର ଆପଣଙ୍କ ପାର୍ଟନରଙ୍କୁ ପସନ୍ଦ ଆସିନପାରେ। ପ୍ରେମରେ ସବୁ ଜିନିଷ ଭାବିଚିନ୍ତି କରିବା ଉଚିତ୍।
  • ଆପଣଙ୍କୁ ନିଜ ପାର୍ଟନରଙ୍କ ଇଚ୍ଛା ଏବଂ ତାଙ୍କ ପସନ୍ଦକୁ ମଧ୍ୟ ପୂରା ଧ୍ୟାନ ରଖିବା ଉଚିତ୍।
  • ପାର୍ଟନରଙ୍କୁ କିସ୍ କରିବାବେଳେ ଆଖି ବନ୍ଦ କରିବା ଉଚିତ୍।

   Related Posts