Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର ରୋଡ୍ : ଉପ-କାରାଗାରରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଢେଙ୍କାନାଳ : ଜଙ୍ଗଲୀ ଜନ୍ତୁକୁ ମାରି ମାଂସ ଭାଗବଣ୍ଟା କଲେ, ଭାଗ ଛିଡିଲାନି ବୋଲି ଜଣଙ୍କୁ ମାରିଦେଲେ, ଅଭିଯୁକ୍ତ ଫେରାର
  • ||
  • ଚଣ୍ଡିଖୋଲ : କ୍ୟାବିନରୁ ୨ଶହ ଲିଟର ଡିଜେଲ ଜବତ, ଜଣେ ଗିରଫ
  • ||
  • ପଟ୍ଟାମୁଣ୍ଡାଇ : ନଦୀରେ ଭାସୁଛି କୁମ୍ଭୀରର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ଗାଁ ମୁହାଁ ହାତୀ ପଲ, ଭୟଭୀତ ଗ୍ରାମବାସୀ, ପଡିଲା ତାଟି କବାଟ
  • ||
  • ମନ୍ଦିର ନିକଟରେ ପଡିଛି ଅଜଣା ଯୁବକ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • କମୁଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୮ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୨୯୫୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଅମାନବୀୟ : ଗୋଡାଇବାରୁ କୁକୁରକୁ ହତ୍ୟା, ଜଣେ ଗିରଫ
  • ||
  • ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ଆସନ୍ତାକାଲି ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ଯ୍ୟନ୍ତ କଟକଣା ଲାଗୁ
  • ||

ଯଦି ଆପଣ ନିଦରୁ ଉଠିବା ମାତ୍ରେ ଦେଖୁଛନ୍ତି ଏହି ଫଳ ତେବେ ଖୋଲିଯିବ ଆପଣଙ୍କ ଭାଗ୍ୟ : କୋଟିପତି ହୋଇଯିବେ ଆପଣ

25/06/2019 at 11:57 AM

ହିନ୍ଦୁ ଧର୍ମରେ ସ୍ବପ୍ନ ଅନେକ ମହତ୍ତ୍ବ ରହିଛି। ସମସ୍ତଙ୍କୁ ସ୍ବପ୍ନ ଦେଖିବାକୁ ଭଲ ଲାଗିଥାଏ। କିନ୍ତୁ ଲୋକେ ଅଧିକାଂଶ ସମୟରେ ଆଖି ଖୋଲା କରି ସ୍ବପ୍ନ ଦେଖିଥାଆନ୍ତି। କିନ୍ତୁ ରାତିରେ ଶୋଇବା ପରେ ଦେଖୁଥିବା ସ୍ବପ୍ନରେ ଘଟଣା ଆଧାରରେ ଶୁଭ ଅଶୁଭର ଅନୁମାନ ଲଗାଯାଇପାରେ। ତଥା ସ୍ବପ୍ନରେ ନଜର ଆସୁଥିବା ଏପରି ସଙ୍କେତ ସହାୟତାରେ ଆପଣ ଜାଣି ପାରିବେ ଯେ ଆପଣଙ୍କ ଭାଗ୍ୟରେ କ’ଣ ହେବ।

ଯଦି ଆପଣଙ୍କୁ ରାତିରେ ସ୍ବପ୍ନରେ ବର ଏବଂ କନ୍ୟା ଯୋଡ଼ି ନଜର ଆସୁଛି ତେବେ ଏହା ଶୁଭ ସଙ୍କେତ ବୋଲି କୁହାଯାଇଥାଏ। ଏପରି କୁହା ଯାଇଥାଏ ଯେ ଏହି ଯୋଡ଼ିକୁ ଦେଖିବା ପରେ ଆପଣଙ୍କ ଘରେ ଖୁସି ଆସିଥାଏ। ଏହି ସ୍ବପ୍ନର ଅର୍ଥ ହେଉଛି ଆପଣ ବହୁତ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ।

ସକାଳେ ନିଦରୁ ଉଠିବା ପରେ ନଡ଼ିଆ ଦେଖିବା ଦ୍ବାରା ଦିନ ଭଲରେ କଟିଥାଏ। ଯଦି ଆପଣ ସକାଳେ ଉଠିବା ମାତ୍ରେ କୋଇଲି ଏବଂ ଚଢ଼େଇଙ୍କ ରାବ ଶୁଣିଥାଆନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଦିନ ଶୁଭ ହେବ ତଥା ଆପଣଙ୍କୁ ଆର୍ଥିକ ଲାଭ ହେବ।

   Related Posts