Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଭାଲୁର ଆମ୍ବ ନିଶା : ଜିଲ୍ଲାପାଳଙ୍କ ବାସଭବନରୁ ଯାଉନି, ଯନ୍ତାରେ ବି ପଡୁନି

17/07/2021 at 7:34 AM

ନୂଆପଡା, ୧୭|୦୭ :  ଜଙ୍ଗଲି ଭାଲୁର ଆମ୍ବଖିଆ ନିଶା ।ନୂଆପଡା ଜିଲ୍ଲାପାଳଙ୍କ ବାସଭବନ ଛାଡି ଯାଉନି ଭାଲୁ । ଲଗାତାର ୩ ଦିନ ହେଲା ଭାଲୁ ଆଉ ବନ ବିଭାଗ କର୍ମଚାରୀଙ୍କ ଭିତରେ ଚାଲିଛି ଲୁଚକାଳି ଖେଳ । ସନ୍ଧ୍ୟା ହେଲେ ଜିଲ୍ଲାପାଳଙ୍କ କ୍ୟାମ୍ପସକୁ ଆସୁଛି, ଆଉ ମନ ଭରି ଆମ୍ବ ଖାଇବା ପରେ ପୁଣି ଆପେ ଆପେ ଜଙ୍ଗଲକୁ ପଳାଉଛି  ।

ଭାଲୁଟି ପ୍ରଥମେ ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ଭିତରେ ଦିନ ତମାମ୍ ରହି ଆମ୍ବ ଖାଇବା ପରେ ଏବେ ଲଗାତାର ତିନିଦିନ ହେଲା ଜିଲ୍ଲାପାଳଙ୍କ ସରକାରୀ ବାସଭବନକୁ ଆସୁଛି । କାହାର କିଛି କ୍ଷତି କରି ନଥିବା ବେଳେ ସହରବାସୀଙ୍କ ନିଦ ହଜାଇ ଦେଇଛି ଭାଲୁ । ଭାଲୁ ଭୟରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଭାଲୁକୁ ଧରି ଅନ୍ୟ ଦୂର ଜଙ୍ଗଲରେ ଛାଡିବା ପାଇଁ ଦାବି ହୋଇଛି ।

ଶୁକ୍ରବାର ଜିଲ୍ଲାପାଳଙ୍କ  ବାସଭବନରେ ଯନ୍ତା ଲଗା ଯାଇଥିବା ବେଳେ ଭାଲୁଟି ଯନ୍ତା ଚାରିପଟେ ବୁଲି ପୂଣି ଜଙ୍ଗଲକୁ ପଳାଇଥିଲା। ଭାଲୁକୁ ଧରିବାରେ ବନ ବିଭାଗ ଶୁକ୍ରବାର ରାତିରେ ଫେଲ୍ ମାରିଥିଲା । ତେବେ ଆମ୍ବ ରହିଥିବା ଯାଏଁ ଭାଲୁ ଏଭଳି ଆସୁଥିବ ବୋଲି ଚର୍ଚ୍ଚା ହେଉଛି ।

   Related Posts