Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||

ଘରୁ ବାହାରିବା ବେଳେ ଆକ୍ରମଣ କଲା ଭାଲୁ, ଜଣେ ଗୁରୁତର

8/08/2020 at 6:38 PM

ନୀଳଗିରି, ୦୮|୦୮:  ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଭାଲୁ ଆତଙ୍କ । ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରତର ହୋଇଛନ୍ତି।

ଗୁରୁତର ହେଲେ ନୀଳଗିରି ବ୍ଲକ ଅଧିନ ଧୋବଶିଳା ପଂଚାୟତ କଣ୍ଟାବାଣିଆ ଗ୍ରାମର  ରସାନନ୍ଦ ବିନ୍ଧାଣି। ସେ ସକାଳୁ ଘରୁ ବାହାରିବା ସମୟରେ ହଠାତ ଏକ ଭାଲୁ ତାଙ୍କୁ ଆତର୍କିତ ଆକ୍ରମଣ କରିଥିଲା। ତାଙ୍କ  କାନ୍ଧରେ ଗଭୀର ଆଘାତ ଲାଗିଛି।ତାଙ୍କୁ ନୀଳଗିରି ଡାକ୍ତରଖାନରେ ଭର୍ତ୍ତି କରାଯାଇଛି।

   Related Posts