ଜଙ୍ଗଲରୁ ପତ୍ର ତୋଳିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର

Published By : Prameya-News7 Bureau | March 04, 2020 IST

କରଞ୍ଜିଆ ୦୪।୦୩ : ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର । ମୟୁରଭଞ୍ଜ ଜିଲ୍ଲା ଜଶୀପୁର ଥାନା ଏକାତାଳି ଗାଁର ଘଟଣା । ଗୁରୁତର ଥିବା ବ୍ୟକ୍ତି କ୍ଷେତ୍ରମୋହନ ମହାନ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ବୁଧବାର ଦିନ କ୍ଷେତ୍ରମୋହନ ଗାଁ ଜଙ୍ଗଲକୁ ପତ୍ର ତୋଲିବାକୁ ଯାଇଥିଲେ । ତେବେ ପତ୍ର ତୋଲିବା ସମୟରେ ଭାଲୁ ହଠାତ୍‌ ଆକ୍ରମଣ କରିଥିଲେ । ତେବେ ସ୍ଥାନୀୟଲୋକ କ୍ଷେତ୍ରମୋହନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । ମେଡିକାଲରେ ଚିକିତ୍ସା ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.